|
logo
Live

Argus News - ବୋରୱେଲ୍ ଭିତରେ ଫସି ରହିଛି ୫ ବର୍ଷର ବାଳକ

National

ବୋରୱେଲ୍ ଭିତରେ ଫସି ରହିଛି ୫ ବର୍ଷର ବାଳକ

Swayangprajna Mishra
Browse all articles by Swayangprajna Mishra
·1 year ago
ବୋରୱେଲ୍ ଭିତରେ ଫସି ରହିଛି ୫ ବର୍ଷର ବାଳକ

ଅର୍ଗସ ବ୍ୟୁରୋ : ରାଜସ୍ଥାନର ଦୌସାରେ ଅପରେସନ ଜୀବନ । ବୋରୱେଲ୍ ଭିତରେ ଫସି ରହିଛି ୫ ବର୍ଷର ବାଳକ ଆର୍ୟନ । ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍ ଟିମ୍। ବୋରୱେଲଠାରୁ ପ୍ରାୟ ୬ ଫୁଟ ଦୂରରେ ୧୫୫ ଫୁଟର ଏକ ନୂଆ ଗାତ ଖୋଳାଯାଉଛି। ସୱାଇ ମାଧୋପୁରରୁ ଆଣିଥିବା ପାଇଲିଂ ମେସିନ୍ ରେ ଗାତ ଖୋଳାଯାଇ ଟନେଲ୍ କୌଶଳ ମାଧ୍ୟମରେ ଶିଶୁ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯାଉଛି ।

ସୋମବାର ଅପରାହ୍ନ ୩ଟାରେ ଘରଠାରୁ ପ୍ରାୟ ୧୦୦ଫୁଟ ଦୂରରେ ଥିବା ବୋରୱେଲରେ ପଡ଼ିଯାଇଥିଲେ ଶିଶୁ । ଶିଶୁକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ମେଡିକାଲ ଟିମ ମଧ୍ୟ ଉପସ୍ଥିତ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବୋରୱେଲ୍ ଭିତରେ ଫସି ରହିଛି ୫ ବର୍ଷର ବାଳକ | Argus News