Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ଓଡ଼ିଶାର ବିକାଶ ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ

Ritu Das
Browse all articles by Ritu Das
·2 years ago
ଆଜି ଓଡ଼ିଶାର ବିକାଶ ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ

ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସମ୍ବଲପୁର ମାଟିରୁ ନିର୍ବାଚନୀ ବିଗୁଲ ବଜାଇବେ ମୋଦି। ଫେବୃଆରୀ ୩ ଓଡ଼ିଶାର ବିକାଶ ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 

ଆଜି ଓଡ଼ିଶାକୁ ୬୮ ହଜାର କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଭେଟି ଦେବେ । ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ପ୍ରଗତି ଓ ସମୃଦ୍ଧିରେ ଏକ ନୂଆ ଯୁଗ ଆରମ୍ଭ କରିବ। ଆଉ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆସନ୍ତୁ, ଏହି ଐତିହାସିକ କାର୍ଯ୍ୟକ୍ରମରେ ଆମେ ସମସ୍ତେ ସାମିଲ ହେବା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A milestone in Odisha's | Argus News