Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତର ପ୍ରଦେଶରେ ଭୁଶୁଡ଼ିଲା ଦୁଇ ମହଲା ବିଲ୍ଡିଂ

Swayangprajna Mishra
Browse all articles by Swayangprajna Mishra
·1 year ago
ଉତ୍ତର ପ୍ରଦେଶରେ ଭୁଶୁଡ଼ିଲା ଦୁଇ ମହଲା ବିଲ୍ଡିଂ

ଅର୍ଗସ ବ୍ୟୁରୋ : ଉତ୍ତର ପ୍ରଦେଶରେ ଭୁଶୁଡ଼ିଲା ଦୁଇ ମହଲା ବିଲ୍ଡିଂ । ମେରଟରେ ଆଜି ସଂଧ୍ୟାରେ ଏହି ଘଟଣା ଘଟିଛି । ପୁରୁଣା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବାବେଳେ ବହୁ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ଅଧିକ ପଢନ୍ତୁ : ବର୍ଷା ଓ ପବନରେ ଭୁଶୁଡ଼ିଲା ଦିଲ୍ଳୀ ବିମାନବନ୍ଦର ଛାତ , 3 ମୃତ

ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାଏ ଘଟଣାରେ ମୃତକ ଓ ଆହତଙ୍କ ସୂଚନା ମିଳିପାରିନାହିଁ । ଗତ ସପ୍ତାହରେ ଲକ୍ଷ୍ନୌରେ ତିନି ମହଲା ବିଲ୍ଡି ଭୁଶୁଡ଼ିବା ଯୋଗୁଁ 25ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
A two-storey building collapsed in Uttar Pradesh | Argus News