ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ଚଳଚଞ୍ଚଳ ଅଯୋଧ୍ୟା
·2 years ago

ଅର୍ଗସ ବ୍ୟୁରୋ : ଅଯୋଧ୍ୟାରେ ନୂଆ ଯୁଗର ଅୟମାରମ୍ଭ ହୋଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ମଙ୍ଗଳବାରଠୁ ଆଦ୍ୟ ପର୍ବର ଶୁଭାରମ୍ଭ ହୋଇଛି। ସମ୍ପନ୍ନ ହୋଇଛି ପ୍ରାୟଶ୍ଚିତ ଓ କର୍ମକୁଟି ପୂଜନ। ଏପଟେ ରାମନଗରୀ ଅଯୋଧ୍ୟାକୁ ଦେଶର କୋଣ ଅନୁକୋଣରୁ ଉପହାର ନେଇ ଆସୁଛନ୍ତି ଶ୍ରଦ୍ଧାଳୁ।
ଅଧିକ ପଢନ୍ତୁ : ଉତ୍ସବ ମୁଖର ଅଯୋଧ୍ୟା ପରିବେଶ
ପୂରୁଷୋତ୍ତମଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ଅଯୋଧ୍ୟା। ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସାଙ୍ଗକୁ ଭକ୍ତଙ୍କ ମନରେ ରହିଛି ଗଭୀର ଉତ୍କଣ୍ଠା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: