Abhishek Banerjee / ଡ୍ରେସ ଚିରିଲେ, ଅଣ୍ଡା ଫିଙ୍ଗିଲେ...ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ ବାନାର୍ଜୀ
·1 hour ago·3 min read

Key Points
ମମତା ବାନାର୍ଜୀଙ୍କ ପୁତୁରା ଉପରେ ଆକ୍ରମଣ
ଡ୍ରେସ ଚିରିଦେଲେ, ଅଣ୍ଡା ପଥରମାଡ଼ କଲେ
ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ
ଡ୍ରେସ ଚିରିଦେଲେ, ଅଣ୍ଡା ପଥରମାଡ଼ କଲେ
ଶେଷରେ ହେଲମେଟ୍ ପିନ୍ଧି ବାହାରିଲେ ଅଭିଷେକ
ପଶ୍ଚିମବଙ୍ଗର ସୋନାରପୁରରେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ । ନିର୍ବାଚନୀ ହିଂସାରେ ପୀଡ଼ିତଙ୍କୁ ଭେଟିବାକୁ ଯାଇଥିଲେ, ହେଲେ ନିଜେ ହିଂସାର ଶିକାର ହେଲେ । ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ହେଲା ଅଣ୍ଡାମାଡ଼ । ହଠାତ୍ ମାଡ଼ି ଆସିଲା ଭିଡ଼ । ଆଉ ଚିରିଦେଲା ଦେହର ବସ୍ତ୍ର । ଶେଷରେ ହେଲମେଟ୍ ପିନ୍ଧି ସୁରକ୍ଷାକର୍ମୀଙ୍କ ଘେର ଭିତରେ ବାହାରିଲେ ଦିଦିଙ୍କ ଲାଡଲା । ଯେତେବେଳେ ପଶ୍ଚିମବଙ୍ଗରେ ମମତା ସରକାର ଥିଲା, ସେତେବେଳେ କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ କି ନେତା ସମସ୍ତଙ୍କ ଉପରେ ଆକ୍ରମଣ କରୁଥିଲେ ଟିଏମସି ଗୁଣ୍ଡା । ଏବେ ଶେଷରେ ଟିଏମସି ନେତା ଜନ ଆକ୍ରୋଶର ଶିକାର ହୋଇଛନ୍ତି ।
ଶନିବାର ଅପରାହ୍ନରେ ସୋନାରପୁରର କମରାବାଦ ଅଞ୍ଚଳରେ ଘଟିଛି ଏହି ଘଟଣା । ଟିଏମସି ସାଂସଦ ତଥା ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ନିଜ ଦଳର ଜଣେ ମୃତକ କାର୍ଯ୍ୟକର୍ତ୍ତାଙ୍କ ଘରେ ପହଞ୍ଚିଥିଲେ । ପ୍ରାୟ ୪.୩୦ଟାରେ ସେ କମରାବାଦରେ ପହଞ୍ଚିଥିଲେ । ହେଲେ ହଠାତ୍ ଜନ ଆକ୍ରୋଶର ଶିକାର ହୋଇଥିଲେ ଅଭିଷେକ । ତାଙ୍କ ଉପରେ ଢେଲା ପଥର ସହ ଅଣ୍ଡାମାଡ଼ ହୋଇଥିଲା । ତାଙ୍କୁ 'ଚୋର ଚୋର' ନାରା ଦେଇ ବିରୋଧ ପ୍ରଦର୍ଶନ କରିଥିଲେ ସ୍ଥାନୀୟ ଲୋକେ ।
ପଢନ୍ତୁ ଏହି ଖବର: TMC ସାଂସଦଙ୍କ ବଡ଼ ବୟାନ, କିଛି ଦିନ ମଧ୍ୟରେ ଶେଷ ହୋଇଯିବ ତୃଣମୂଳ କଂଗ୍ରେସ

- କଣ କହିଲେ ଆକ୍ରମଣକାରୀ ?
#WATCH | Sonarpur, West Bengal: TMC MP Abhishek Banerjee was beaten up by locals during his visit to Sonarpur to meet the post-poll victims' families pic.twitter.com/zkXxLJydqe
— ANI (@ANI) May 30, 2026
- କାହିଁକି ଅଭିଷେକଙ୍କୁ ଆକ୍ରମଣ ?
ପଢନ୍ତୁ ଏହି ଖବର: TMC ସାଂସଦଙ୍କ ବଡ଼ ବୟାନ, କିଛି ଦିନ ମଧ୍ୟରେ ଶେଷ ହୋଇଯିବ ତୃଣମୂଳ କଂଗ୍ରେସ
- ଭୋଗିଲେ କି କର୍ମଫଳ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories