Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏହି ମହାଉତ୍ସବରେ ସମସ୍ତ ଦେଶବାସୀ ସାମିଲ ହେବାକୁ ଅହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ

National

ଏହି ମହାଉତ୍ସବରେ ସମସ୍ତ ଦେଶବାସୀ ସାମିଲ ହେବାକୁ ଅହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago
ଏହି ମହାଉତ୍ସବରେ ସମସ୍ତ ଦେଶବାସୀ ସାମିଲ ହେବାକୁ ଅହ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆରମ୍ଭ ହେବାକୁ ଯାଉଛି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ । ଗତ ୭୬ ବର୍ଷରେ ସବୁଠୁ ବଡ଼ ଉପଲବ୍ଧି ଆମ ଦେଶର ନିର୍ବାଚନ ପ୍ରକ୍ରିୟା । ନିର୍ବାଚନ ତାରିଖ ଘୋଷଣାକୁ ବିଜେପି ପକ୍ଷରୁ ସ୍ବାଗତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତ ଦେଶବାସୀ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି  ଦେଶରେ ଅଢ଼େଇ ମାସ ଧରି ଜାରି ରହିବ ନିର୍ବାଚନ ପ୍ରକ୍ରିୟା । ଏଥିସହ ଧର୍ମେନ୍ଦ୍ର କହିଛନ୍ତି ଅବକୀ ବାର ୪୦୦ ପାର, ଫିର ଏକ ବାର ମୋଦି ସରକାର, ଏହା ସ୍ପଷ୍ଟ ହୋଇ ସାରିଛି ।

ଅଧିକ ପଢନ୍ତୁ : ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ, ଜାଣନ୍ତୁ କେଉଁ କେଉଁ ତାରିଖରେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Abki bar 400 par fir ek bar modi sarkar | Argus News