Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅତି କମ୍ ମୂଲ୍ୟରେ ଘରକୁ ଆଜିହିଁ ଆଣନ୍ତୁ...

National

ଅତି କମ୍ ମୂଲ୍ୟରେ ଘରକୁ ଆଜିହିଁ ଆଣନ୍ତୁ...

Rashmita Mishra
Browse all articles by Rashmita Mishra
·2 years ago·1 min read
ଅତି କମ୍ ମୂଲ୍ୟରେ ଘରକୁ ଆଜିହିଁ ଆଣନ୍ତୁ...

ଅର୍ଗସ ବ୍ୟୁରୋ: ଆପଣ ଯଦି ନୂଆ ଏସି କିଣିବାକୁ ଚାହୁଁଛନ୍ତି ଏସବୁ କଥାକୁ ଧ୍ୟାନରେ ରଖନ୍ତୁ। ଖରା ଦିନ ଆସିଲେ ଏସିର ଡିମାଣ୍ଡ ବଢ଼ିଯାଏ। କିଛି ଲୋକ ଅଛନ୍ତି ଖରାଦିନ ଆସିଲେ ଏସି କିମ୍ବା କୁଲର ନିଶ୍ଚିତ କିଣିଥାନ୍ତି ।ଏହି ଗରମ ଦିନରେ ଫ୍ଲିପକାର୍ଟରେ ବର୍ତ୍ତମାନ ଅଫରର ମେଳା ଲାଗିଛି । ଫ୍ରିଜ୍, ଟିଭି ଏବଂ ୱାଶିଂ ମେସିନ୍, ରୋଷେଇ ଉପକରଣରେ ମଧ୍ୟ ବହୁତ ଶସ୍ତା ଅଫରରେ ଉପଲବ୍ଧ  ହୋଇଛି । ଫ୍ଲିପକାର୍ଟର ବିଗ୍ ସେଭିଙ୍ଗ୍ ଡେ  ଘୋଷଣା କରାଯାଇଛି ଏହା ମେ ଅର୍ଥାତ ଆଜିଠୁ ଆରମ୍ଭ ହେବ । ହକଙ୍କୁ ଅନେକ ଵଡ ବଡ ରିହାତିର ସୁବିଧା ଦିଆଯାଉଛି । 

ଏହି ବିକ୍ରିରେ ମୋବାଇଲ୍, ଟିଭି, ସ୍ମାର୍ଟ ଗ୍ୟାଜେଟ୍, ତାହାସହ ଘରର ଅତ୍ୟାବଶ୍ୟକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଅତି କମ୍ ମୂଲ୍ୟରେ ଘରକୁ ଅଣାଯାଇପାରିବ । ଡିଲ୍ ବିଷୟରେ କହିବାକୁ ଗଲେ ଏଠାରେ ଆପଣଙ୍କୁ ବହୁତ ବଡ ବ୍ରାଣ୍ଡର ଫୋନ୍ କିଣିବାର ସୁଯୋଗ ଦିଆଯାଉଛି 

ଆଇଫୋନରେ ସର୍ବଶ୍ରେଷ୍ଠ ଅଫର ଲେଖାଯାଇଛି ଏବଂ ଏହା କୁହାଯାଇଛି ଯେ ଆଇଫୋନ୍ 14 ପ୍ଲସ୍ ପ୍ରଥମିକ ସ୍ତରରେ ୫୯,୯୯୯ ଟଙ୍କାରେ କ୍ରୟ କରାଯାଇପାରିବ। ଏହା ବ୍ୟତୀତ, ଗାଲାକ୍ସି S23 FE ୭୯,୯୯୯ ଟଙ୍କା ବଦଳରେ ୩୩,୯୯୯ ଟଙ୍କାରେ ବିକ୍ରି ହୋଇପାରିବ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟିଭି ଉପକରଣରେ ମଧ୍ୟ ରିହାତି :-
ପାନାସୋନିକ୍ ୧.୫ ଟନ୍ ୫ ଷ୍ଟାର୍ ଏୟାର କଣ୍ଡିସନର ମାତ୍ର ୪୨,୯୯୦ ଟଙ୍କାରେ କିଣି ପାରିଵେ । ଯେତେବେଳେ କି ସାମସଙ୍ଗ 236L 2 ଷ୍ଟାର୍ ରେଫ୍ରିଜରେଟର ୨୨,୬୯୦ ଟଙ୍କାରେ କିଣାଯାଇପାରିବ । 

Mi A ସିରିଜ୍ ୩୨ ଇଞ୍ଚ୍ ସ୍ମାର୍ଟ ଟିଭି  ଗ୍ରାହକମାନେ ୧୧,୦୨୪ ଟଙ୍କାରେ କିଣି ପାରିବେ । ଫ୍ଲିପକାର୍ଟ ବିକ୍ରିରେ ୫୦୦W ମିକ୍ସର୍ ଗ୍ରାଇଣ୍ଡରକୁ ୧,୬୯୯ ଟଙ୍କାରେ ଘରକୁ ଅଣାଯାଇପାରିବ 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus Whatsapp Channel Mobile Top
Sponsored
accessories-flipkart-big-saving-days-sale-early-bird-offers-on-tv-fridge-samsung-washing-machine-sasta-mixer-kitchen-appliance-deal | Argus News