ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ଗୋବିନ୍ଦା
·1 year ago

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ଗୋବିନ୍ଦା। ଗତ ମଙ୍ଗଳବାର ଦିନ ନିଜ ବନ୍ଧୁକକୁ ସେ ସଫା କରୁଥିବା ବେଳେ ଅସାବଧାନତା କାରଣରୁ ତାଙ୍କ ଗୋଡରେ ଗୁଳି ବାଜିଥିଲା। ଗତ ତିନିଦିନ ଧରି ଗୋବିନ୍ଦାଙ୍କ ଚିକିତ୍ସା ଡାକ୍ତରଖାନାରେ ଚାଲୁଥିଲା।
ଗୋବିନ୍ଦା ଏବେ ୬ ସପ୍ତାହ ଯାଏଁ ବିଶ୍ରାମ ନେବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ସେପଟେ ଗୋବିନ୍ଦା ହ୍ବିଲ ଚେୟାରରେ ବସି ଡାକ୍ତରଖାନାରୁ ବାହାରିବା ପରେ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: