Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଐଶ୍ୱର୍ଯ୍ୟା ହେଲେ ଡିପ୍‌ଫେକର ଶିକାର, ଭିଡିଓ ହେଉଛି ଭାଇରାଲ 

Manini Pattanayak
Browse all articles by Manini Pattanayak
·2 years ago
ଐଶ୍ୱର୍ଯ୍ୟା ହେଲେ ଡିପ୍‌ଫେକର ଶିକାର, ଭିଡିଓ ହେଉଛି ଭାଇରାଲ 

 ନୂଆଦିଲ୍ଲୀ: ବଲିଉଡର ଚୁଲବୁଲି ଅଭିନେତ୍ରୀ ଐଶ୍ୱର୍ଯ୍ୟା ହେଲେ ଡିପ୍‌ଫେକର ଶିକାର । ଭିଡିଓ ହେଉଛି ଭାଇରାଲ।

ପ୍ରଥମେ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫ, କାଜୋଲ ଏବଂ ସାରା ତେନ୍ଦୁଲମରଙ୍କ ପରେ ଏବେ ଏହାର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାରରାଲ ହେବାରେ ଲାଗିଛି । 

ଅଧିକ ପଢନ୍ତୁ  ମନୋରଞ୍ଜନ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
AI-generated Deepfake technology has been making waves across the internet. Recently, | Argus News