Air India CEO Resigns / ଏୟାର ଇଣ୍ଡିଆର ହାତ ଛାଡିଦେଲେ ସିଇଓ; ନିର୍ଦ୍ଧାରିତ ସମୟ ପୂର୍ବରୁ ଚାକିରିରୁ ଇସ୍ତଫା
·3 hours ago·2 min read

Key Points
ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ୍ ୱିଲସନଙ୍କ ଇସ୍ତଫା
କାହିଁକି ଏୟାରଲାଇନ୍ସକୁ କହିଲେ ବାଏ ବାଏ ?
କାହିଁକି ଏୟାରଲାଇନ୍ସକୁ କହିଲେ ବାଏ ବାଏ ?
ଭାରତର ଏକ ପ୍ରମୁଖ ଘରୋଇ ବିମାନ ସେବା ଯୋଗାଉଥିବା କମ୍ପାନୀ ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ୟାମ୍ପବେଲ ୱିଲସନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଗତ ସପ୍ତାହର ବୋର୍ଡ ବୈଠକରେ ତାଙ୍କ ଇସ୍ତଫା ଗ୍ରହଣ କରାଯାଇଛି । ତେବେ ସିଇଓ କ୍ୟାମ୍ପବେଲ୍ କାହିଁକି ଏହି ପଦବୀ ଛାଡ଼ିଲେ ସେ ନେଇ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ତାଙ୍କ ବଦଳରେ ଅନ୍ୟ କୌଣସି ବ୍ୟକ୍ତି ନମିଳିବା ପର୍ଯ୍ୟନ୍ତ ସେ ଏୟାରଲାଇନ୍ସର ସିଇଓ ଭାବରେ କାର୍ଯ୍ୟ କରିବେ । ୱିଲସନ୍ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ ବୋଲି ଆଶା କରାଯାଉଛି ।
ପଢନ୍ତୁ ଏହି ଖବର: କ୍ୟାବିନ କ୍ରୁଙ୍କ ପାଇଁ ଆସିଲା କଡ଼ା ନିୟମ; ଟିକେ ଓଜନ ଏପଟ ସେପଟ ହେଲେ କଟିବ ଦରମା
- ଶେଷ ହେଲା ୨୦୨୨ରେ ଆରମ୍ଭ ଯାତ୍ରା
- ପୂର୍ବରୁ କେଉଁଠି କାମ କରିଥିଲେ କ୍ୟାମ୍ପବେଲ୍ ?
ପଢନ୍ତୁ ଏହି ଖବର: କ୍ୟାବିନ କ୍ରୁଙ୍କ ପାଇଁ ଆସିଲା କଡ଼ା ନିୟମ; ଟିକେ ଓଜନ ଏପଟ ସେପଟ ହେଲେ କଟିବ ଦରମା
- ଇସ୍ତଫା ଦେବା ପଛର କାରଣ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories