Hijack Scare / ଏୟାର ଇଣ୍ଡିଆ ବିମାନରେ ହାଇଜାକ୍ ଆତଙ୍କ, ଜୟପୁରରେ କଲା ଜରୁରୀକାଳୀନ ଅବତରଣ
·2 hours ago·1 min read

Key Points
ଏୟାର ଇଣ୍ଡିଆ ବିମାନରେ ହାଇଜାକ୍ ଆତଙ୍କ
୨୫୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିଲା ଏୟାର ଇଣ୍ଡିଆ ବିମାନ
ହାଇଜାକ୍ ଆତଙ୍କ ପରେ ଜୟପୁରରେ କଲା ଜରୁରୀକାଳୀନ ଅବତରଣ

ନୁଆଦିଲ୍ଲୀ,୧୪/୧୦: ୨୫୦ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ହାଇଜାକ୍ ଆତଙ୍କ । ଜୟପୁରରେ କଲା ଜରୁରୀକାଳୀନ ଅବତରଣ । ଏୟାର ଇଣ୍ଡିଆର ବିମାନ AI-2030 ଏକ ହାଇଜାକ୍ ସତର୍କ ସୂଚନା ପରେ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଏୟାର ଇଣ୍ଡିଆର ଏହି AI-2030 ବିମାନଟି ଜର୍ମାନୀର ଫ୍ରାଙ୍କଫର୍ଟରୁ ଦିଲ୍ଲୀ ଆସୁଥିଲା।
ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଅହମ୍ମଦାବାଦ ଏଟିସି କିଛି ସେକେଣ୍ଡ ପାଇଁ ଏକ ହାଇଜାକ୍ ସତର୍କ ସୂଚନା ପାଇଥିଲା । ଯାହା ତୁରନ୍ତ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଆର୍ଲଟ୍ କରିଦେଇଥିଲା। ଏହି ବିମାନଟି ଜୟପୁର ବିମାନବନ୍ଦରରେ ଏକ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଥିଲା । ପରେ ସକାଳ ୯:୪୫ ସମୟରେ ଏହାକୁ ଆଇସୋଲେସନ୍ ବେ' କୁ ନିଆଯାଇଥିଲା। ବିମାନର ପାଇଲଟ୍ କିଛି ସେକେଣ୍ଡ ପାଇଁ 'Squawk-7500' କୋଡ୍ ପ୍ରସାରଣ କରିଥିଲେ । ଏହି ସତର୍କ ସୂଚନା ପରେ, ବିମାନଟିକୁ ଜୟପୁର ଆଡ଼କୁ ଡାଇଭର୍ଟ କରାଯାଇଥିଲା ଏବଂ ଏହା ସୁରକ୍ଷିତ ଭାବରେ ଅବତରଣ କରିଥିଲା। ... ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି ।

ଏଥି ସହ ପଢନ୍ତୁ: ମଝି ଆକାଶରେ ଥିଲା ଇଣ୍ଡିଗୋ ବିମାନ; କ୍ୟାବିନ୍ରେ ହଠାତ୍ ଲାଗିଲା ନିଆଁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories