New Deputy CM / ଅଜିତଙ୍କ ପରେ ସୁନେତ୍ରା ପାୱାର ହେବେ ଉପମୁଖ୍ୟମନ୍ତ୍ରୀ ! ବରିଷ୍ଠ ନେତା କଲେ ଆଲୋଚନା
·7 months ago·2 min read

Key Points
ଅଜିତ ପାୱାରଙ୍କ ପରେ ରାଜନୈତିକ ନୂଆ ଅଧ୍ୟାୟ
ସୁନେତ୍ର ପାଓ୍ବାର ହୋଇପାରନ୍ତି ନୂଆ ଉପମୁଖ୍ୟମନ୍ତ୍ରୀ
ବରିଷ୍ଠ ନେତା କଲେ ଆଲୋଚନା

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ପ୍ରଫୁଲ ପଟେଲ, ଛଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ ଏବଂ ସୁନୀଲ ତତକରେ ସୁନେତ୍ରାଙ୍କ ସହ ସାକ୍ଷାତ କରିଛନ୍ତି ।
ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଅଜିତଙ୍କ ପରେ ତାଙ୍କ ପତ୍ନୀ ସୁନେତ୍ରାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ । ପାୱାର ତାଙ୍କ ସ୍ୱର୍ଗତ ସ୍ୱାମୀ ଅଜିତ ପାୱାରଙ୍କ ଆସନରୁ ନିର୍ବାଚନ ଲଢ଼ିପାରନ୍ତି ।
ସେହିପରି ଚର୍ଚ୍ଚା ହେଉଛି ଯେ ପ୍ରଫୁଲ ପଟେଲ ଏନସିପିର ସଭାପତି ହୋଇପାରନ୍ତି । ସେ ଏହି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ଭେଟିବେ । ଏହି ବୈଠକ ସମୟରେ ଏନସିପି (SP)ର ଏନସିପି ସହିତ ମିଶ୍ରଣ ଉପରେ ମଧ୍ୟ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଅନୁସାରେ, ବୁଧବାର ଦିନ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ଅଜିତ ପାୱାରଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଜିତ ପାୱାର ବିମାନରେ ଜଣେ ସୁରକ୍ଷା କର୍ମୀ, ଦୁଇ ପାଇଲଟ ଏବଂ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସହିତ ଥିଲେ । ଏକ ରାଜନୈତିକ ରାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ସେ ସେହି ଦିନ ସକାଳେ ମୁମ୍ବାଇରୁ ବାରାମତି ଅଭିମୁଖେ ବାହାରିଥିଲେ, କିନ୍ତୁ ଅବତରଣ ସମୟରେ ଦୁର୍ଘଟଣା ଘଟିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୁଧବାର ଦିନ ଅଜିତ ପାୱାରଙ୍କ ବିମାନ ଅବତରଣ ଷ୍ଟ୍ରିପ୍ ସଂଲଗ୍ନ ଏକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇଥିଲା । ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି ଯେ ବିମାନଟି କିଛି ମୁହୂର୍ତ୍ତ ମଧ୍ୟରେ ଖସିପଡ଼ିଥିଲା ଏବଂ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ପ୍ରାୟ ପାଞ୍ଚଟି ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।
Related Topics
Explore more stories