Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅଶ୍ବିନୀଙ୍କ ବଡ ବୟାନ; ଆଉ ରହିବନି ୱେଟିଂ କି ଆରଏସି(RAC) ବ୍ୟବସ୍ଥା

National

ଅଶ୍ବିନୀଙ୍କ ବଡ ବୟାନ; ଆଉ ରହିବନି ୱେଟିଂ କି ଆରଏସି(RAC) ବ୍ୟବସ୍ଥା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅଶ୍ବିନୀଙ୍କ ବଡ ବୟାନ; ଆଉ ରହିବନି ୱେଟିଂ କି ଆରଏସି(RAC) ବ୍ୟବସ୍ଥା

ଅର୍ଗସ ବ୍ୟୁରୋ :  ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଆଉ ରହିବନି ୱେଟିଂ କି ଆରଏସି ବ୍ୟବସ୍ଥା । ଆଗାମୀ ୫ ବର୍ଷ ଭିତରେ ଏପରି ସୁବିଧା ହେବାକୁ ଯାଉଛି , ଯେଉଁଥିରେ ରେଳଯାତ୍ରୀଙ୍କ ଟିକେଟ ସାଙ୍ଗେସାଙ୍ଗେ କନଫର୍ମ ହେଇଯିବ । ଯାତ୍ରୀ ଆବେଦନ କରିବା ମାତ୍ରେ ହିଁ ଟିକେଟ କନଫର୍ମ ହୋଇଯିବ । ରେଳ ଭିତ୍ତିଭୂମିକୁ ଏତେ ବଢାଇ ଦିଆଯିବ ଯେ ଯାତ୍ରୀଙ୍କୁ ଆଉ ୱେଟିଂ କରିବାକୁ ପଡିବନି । ରେଳଯାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଏପରି ପ୍ରତିଶୃତି ଦେଇଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ । 

ଅଧିକ ପଢନ୍ତୁ : ୬ଟି ବୁଲେଟ ଆକ୍ରମଣକୁ ପ୍ରତିହତ କରିପାରିବ ଏହି ଜ୍ୟାକେଟ୍

ଆଗାମୀ ୧୦ ବର୍ଷରେ ରେଳର ଭିତ୍ତିଭୂମୀ କ୍ଷେତ୍ରରେ ବହୁତ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର । ୧୦ ବର୍ଷ ଭିତରେ ୪୪ ହଜାର ରେଳ ଟ୍ରାକର ବିଦ୍ୟୁତକରଣ କରାଯାଇଛି । ୨୦୦୪ ରୁ ୨୦୧୪ ଭିତରେ ୩୧ ହଜାର କିଲୋମିଟର ଟ୍ରାକ ନିର୍ମାଣ କରାଯାଇଛି । ଆହୁରି ମଧ୍ୟ ସେ କହଛନ୍ତି, ୨୦୦୪ ରୁ ୨୦୧୪ ଭିତରେ ମାତ୍ର ୩୨ ହଜାର କୋଚ ନିର୍ମାଣ କରାଯାଇଥିଲା । ହେଲେ ୨୦୧୪ ରୁ ୨୦୨୪ ଭିତରେ ୫୪ ହଜାର କୋଚ ନିର୍ମାଣ କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
all passengers ticket will get confirm in next 5 years said ashwini vaishnaw | Argus News