Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନ୍ଧାରୀ ଟନେଲରୁ ଜୀବନ ଉଦ୍ଧାର

National

ଅନ୍ଧାରୀ ଟନେଲରୁ ଜୀବନ ଉଦ୍ଧାର

Swayangprajna Mishra
Browse all articles by Swayangprajna Mishra
·2 years ago
ଅନ୍ଧାରୀ ଟନେଲରୁ ଜୀବନ ଉଦ୍ଧାର

ଅର୍ଗସ ବ୍ୟୁରୋ : ସରିଲା ଉଦ୍ଧାର କାର୍ଯ୍ୟ,40 ମିନିଟରେ ବାହାରିଲେ ୪୧ ଶ୍ରମିକ . ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି. ଉତ୍ତରକାଶୀ ଟନେଲରେ ଫସି ରହିଥିଲେ ୪୧ ଜଣ ଶ୍ରମିକ . ପାଇପ ଯୋଗେ ଟନେଲରୁ ବାହାରିଛନ୍ତି ସମସ୍ତ ଶ୍ରମିକ. ୧୭ ଦିନ ପରେ ପାଇଛନ୍ତି ପୁନଃର୍ଜନ୍ମ .  ସେଥିରୁ ରହିଛନ୍ତି ୫ ଜଣ ଓଡିଆ ଶ୍ରମିକ. 
 

ଅଧିକ ପଢନ୍ତୁ : ବାହାରିଲେ ୩ ଓଡିଆ ଶ୍ରମିକ , ପରିବାରରେ ଖୁସିର ଲହରୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
All workers were rescued ; uttarkashi tunnel issue | Argus News