Videos
|
National

"ମୁସଲିମ ଲିଗ ଜାମ୍ମୁ କାଶ୍ମୀର"କୁ ବେଆଇନ ଘୋଷଣା କଲେ ଅମିତ ଶାହ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
"ମୁସଲିମ ଲିଗ ଜାମ୍ମୁ କାଶ୍ମୀର"କୁ ବେଆଇନ ଘୋଷଣା କଲେ ଅମିତ ଶାହ

ଅର୍ଗସ ବ୍ୟୁରୋ : "ମୁସଲିମ ଲିଗ ଜାମ୍ମୁ କାଶ୍ମୀର"କୁ ବେଆଇନ ଘୋଷଣା । ଟ୍ବିଟ କରି ଏପରି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଲେଖିଛନ୍ତି, ଏହି ସଂସ୍ଥା ଦେଶ ବିରୋଧୀ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ କରୁଛି । ଏହା ଆତଙ୍କବାଦୀକୁ ସଂସ୍ଥାକୁ ସହାୟତା କରୁଛି ଏବଂ ଲୋକମାନଙ୍କୁ ଇସଲାମ ଧର୍ମକୁ ମାନିବାକୁ ବାଧ୍ୟ କରୁଛି ।

 

ମୋଦିଙ୍କ ଆଇନରେ ଏହା ସ୍ପଷ୍ଟ ଯେ, ଦେଶର ଅଖଣ୍ଡତା, ସାର୍ବଭୌମତା, ଏବଂ ଏକତା ବିରୋଧରେ ଯେଉଁ ବ୍ୟକ୍ତି କାର୍ଯ୍ୟ କରିବ, ସେ କେବେବି ରକ୍ଷା ପାଇପାରିବ ନାହିଁ । ଉପା(UAPA) ଆଇନ ଅନୁସାରେ ଏହା ବେଆଇନ ଅଟେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: