ଗାନ୍ଧିନଗରରେ ଅମିତ ଶାହଙ୍କ ବଡ ବିଜୟ
·1 year ago

ଅର୍ଗସ ବ୍ୟୁରୋ : ଦେଶରେ ମୋଦି ଲହର । ଶାହଙ୍କ ବଡ ବିଜୟ । ଚର୍ଚ୍ଚିତ ଲୋକସଭା ଆସନ ଗୁଜୁରାଟ-ଗାନ୍ଧିନଗରରେ ୭ ଲକ୍ଷ ୩୭ ହଜାର ୩୫୭ ଭୋଟରେ ଜିତିଛନ୍ତି ଅମିତ ଶାହ । ତାଙ୍କ ବିପକ୍ଷରେ ଛିଡା ହୋଇଥିଲେ କଂଗ୍ରେସର ସୋନାଲ ପଟେଲ ।
ଅଧିକ ପଢନ୍ତୁ : Result update ; ଚାଲିଛି ଭୋଟ୍ ଗଣତି, ଏପର୍ଯ୍ୟନ୍ତ ଏହି ନେତା ଆଗୁଆ
ଅମିତ ଶାହ ସମୁଦାୟ ୯ ଲକ୍ଷ ୯୮ ହଜାର ଖଣ୍ଡ ଭୋଟ ପାଇଥିଲା ବେଳେ ସୋନାଲ ପାଇଛନ୍ତି ୨ ଲକ୍ଷ ୬୧ ହଜାର ୫୦ । ସେହିପରି ହିମାଚଳ ପ୍ରଦେଶ ମଣ୍ଡିରୁ ୭୨ ହଜାର ଭୋଟରେ ଜିତିଛନ୍ତି କଙ୍ଗନା ରଣାୱତ । କଙ୍ଗନାଙ୍କ ବିପକ୍ଷରେ ଥିଲେ ବିକ୍ରମାଦିତ୍ୟ ସିଂ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: