କଟକରେ ଅମିତ ଶାହଙ୍କ ରୋଡ ସୋ'
·2 years ago

କଟକ: କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରୋଡ ସୋ 'ରେ ସାମିଲ ହେଲେ ଶାହ। ଶାହଙ୍କ ସହ ରୋଡ ସୋ ରେ ସାମିଲ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଭତୃହରି ମହତାବ । ଗୋପବନ୍ଧୁ ବାଗରୁ ରୋଡ ସୋ ଆରମ୍ଭ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିବ ରୋଡ ସୋ। ସୋରଡା ଜନସଭା ସାରି କଟକରେ ପହଞ୍ଚିଛନ୍ତି ଶାହ।
ଆଜି ଗୋଟିଏ ଦିନିଆ ଗସ୍ତରେ ଆସିଛନ୍ତି ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସୋରଡା ଅଭିମୁଖେ ଯାଇଥିଲେଲେ । ବିମାନବନ୍ଦରରେ ଶାହଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସୋରଡା ଜନସଭାରେ ସାମିଲ ହୋଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: