Milk Price Hike / ଆସିଲା ବଡ଼ ଖବର: କାଲିଠୁ ବଢ଼ିବ ଅମୂଲ କ୍ଷୀରର ଦାମ୍, ଜାଣନ୍ତୁ ଲିଟର ପିଛା କେତେ ?
·4 months ago·2 min read

Key Points
ବଢ଼ିବ ଅମୂଲ କ୍ଷୀରର ଦାମ୍
କାଲିଠାରୁ ଲିଟର ପିଛା 2 ଟଙ୍କା ବୃଦ୍ଧି ପାଇବ
କାଲିଠାରୁ ଲିଟର ପିଛା 2 ଟଙ୍କା ବୃଦ୍ଧି ପାଇବ
ପୁଣି ସାମ୍ନାକୁ ଆସିଲା ବଡ଼ ଖବର। ସୁନା ଦାମ୍ ବଢ଼ିଥିବା ବେଳେ ଏବେ ପୁଣି ବଢ଼ିବ କ୍ଷୀର ମୂଲ୍ୟ। ଅମୂଲ କ୍ଷୀର କିଣିବା ଏବେ ମହଙ୍ଗା ହୋଇଯିବ। କମ୍ପାନୀ ଦେଶବ୍ୟାପୀ କ୍ଷୀର ମୂଲ୍ୟ ପ୍ରତି ଲିଟର 2 ଟଙ୍କା ବୃଦ୍ଧି ଘୋଷଣା କରିଛି।'' ଏଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ସଠିକ୍ ସୂଚନା ମିଳିନଥିବାବେଳେ ଆସନ୍ତା କାଲି ଏହା ବୃଦ୍ଧି ହୋଇପାରେ ବୋଲି ଆଲୋଚନା ହେଉଛି। ଯାହା ମେ 14 ରୁ ଅଧିକ ଇନପୁଟ୍ ଏବଂ ପରିଚାଳନା ଖର୍ଚ୍ଚ ହେତୁ ଲାଗୁ ହେବ। ଏହି ମୂଲ୍ୟ ବୃଦ୍ଧି ପାଉଚ୍ କ୍ଷୀର ଉପରେ ପ୍ରଯୁଜ୍ୟ ହେବ ଏବଂ ଏହା ପ୍ରତି ଲିଟର ପ୍ରାୟ 2.5-3.5 ପ୍ରତିଶତ ବୃଦ୍ଧି ହୋଇପାରେ।
.କାହିଁକି ହେଉଛି ବୃଦ୍ଧି ?
ଦୁଗ୍ଧର ପରିଚାଳନା ଏବଂ ଉତ୍ପାଦନର ସାମଗ୍ରିକ ଖର୍ଚ୍ଚ ବୃଦ୍ଧି ଯୋଗୁଁ ମୂଲ୍ୟ ବୃଦ୍ଧି କରାଯାଉଛି। ବର୍ଷକ ମଧ୍ୟରେ ଗୋଖାଦ୍ୟ, କ୍ଷୀର ପ୍ୟାକେଜିଂ ଫିଲ୍ମ ଏବଂ ଇନ୍ଧନର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି ହୋଇଛି," GCMMF ଏକ ବିବୃତ୍ତିରେ କହିଛି।'' ଅମୂଲ ଦ୍ୱାରା ପୂର୍ବ କ୍ଷୀର ମୂଲ୍ୟ ବୃଦ୍ଧି ମେ 1, 2025 ରେ କାର୍ଯ୍ୟକାରୀ ହୋଇଥିଲା।
ଆଜି ଯେଉଁଭଳି ଭାବରେ ହଠାତ୍ ସୁନା-ରୁପା ମୂଲ୍ୟ ବୃଦ୍ଧି ଘଟିଥିଲା, ଯାହା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭୟଭୀତ କରିଛି। ଘରୋଇ କମୋଡିଟି ବଜାର ଖୋଲିବା ମାତ୍ରେ ସୁନା ଓ ରୁପା ଦର ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ, ରୁପା ଦର କେଜି ପିଛା ପ୍ରାୟ ୧୯ ହଜାର ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ପାଖାପାଖି ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧୩ ହଜାର ଟଙ୍କା ବୁଧବାର ବୃଦ୍ଧି ପାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଆମଦାନୀ ଶୁଳ୍କ ବୃଦ୍ଧି ପରେ ସୁନା-ରୁପା ଦରରେ ନିଆଁ; ୧୯ ହଜାର ମହଙ୍ଗା ହେଲା ରୁପା
ଏହାସହ ପେଟ୍ରୋଲ ଏବଂ ଗ୍ୟାସ ମୂଲ୍ୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଇରାନ୍ ଆମେରିକାରେ ଯୁଦ୍ଧ ଯେଉଭଳି ଭାବରେ ଲାଗି ରହିଛି, ଯାହାର ପ୍ରଭାବରେ ସବୁ ଜିନିଷର ମୂଲ୍ୟ ଦିନକୁ ଦିନ ବୃଦ୍ଧି ଘଟିବାରେ ଲାଗିଛି।
କେବଳ କଣ ସେତିକି, କ’ଣ ବିଶ୍ୱର ଇଣ୍ଟରନେଟ୍ ଏବେ ଇରାନର ନିୟନ୍ତ୍ରଣରେ ଆସିପାରେ ? ଗତ କିଛି ଦିନ ଧରି ମଧ୍ୟପ୍ରାଚ୍ୟରୁ ଆସିଥିବା ଏହି ଖବର ଏବେ ଟେକ୍ନୋଲୋଜି ଜଗତକୁ ଆନ୍ଦୋଳିତ କରିଛି । କାହିଁକି ନା ହଜାର ହଜାର କିଲୋମିଟର ଲମ୍ବା ଅଣ୍ଡରସି ଫାଇବର କେବଲ୍ ସାରା ପୃଥିବୀକୁ ଯୋଡ଼ି ରଖିଛି । ଆଉ ଏବେ କେବୁଲଗୁଡ଼ିକୁ ନେଇ ମିଡିଲ୍ ଇଷ୍ଟରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି ଯାହା ଟେକ୍ ଦୁନିଆକୁ ଚିନ୍ତାରେ ପକାଇ ଦେଇଛି । ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ସମୁଦ୍ର ତଳେ ଯାଇଥିବା ଇଣ୍ଟରନେଟ୍ କେବୁଲ୍ ଉପରେ ନିଜର ନିୟନ୍ତ୍ରଣ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛି । ଏହି ପ୍ରସଙ୍ଗ କେବଳ ଇଣ୍ଟରନେଟ୍ ସ୍ପିଡ୍ ନୁହେଁ, ବରଂ ବିଶ୍ୱସ୍ତରୀୟ ଡାଟା, ଅନଲାଇନ୍ ବ୍ୟାଙ୍କିଂ, କ୍ଲାଉଡ୍ ସେବା ଏବଂ ବିଲିୟନ ଡଲାରର ଡିଜିଟାଲ୍ ଅର୍ଥନୀତି ବିଷୟରେ ମଧ୍ୟ ।
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics
Explore more stories