Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ , ରାଜଧାନୀବାସୀଙ୍କ ସ୍ଥିତି ସଂଙ୍ଗୀନ

National

ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ , ରାଜଧାନୀବାସୀଙ୍କ ସ୍ଥିତି ସଂଙ୍ଗୀନ

Swayangprajna Mishra
Browse all articles by Swayangprajna Mishra
·1 year ago
ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ , ରାଜଧାନୀବାସୀଙ୍କ ସ୍ଥିତି ସଂଙ୍ଗୀନ

ଅର୍ଗସ ବ୍ୟୁରୋ : ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ । ଆପଣ ଯେଉଁଠିକି ଦେଖିବେ ସେଠି ଫେଣ ହିଁ ଫେଣ । ଦିଲ୍ଲୀର କାଳନ୍ଦି କୁଞ୍ଜ ଅଞ୍ଚଳରେ ଯମୁନା ନଦୀର ଏ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି । କୁହାଯାଉଛି, ଅତ୍ୟଧିକ ପ୍ରଦୂଷଣ ଯୋଗୁଁ ଏ ସ୍ଥିତି ଉପୁଜିଛି । ଆଜି ସକାଳ ୮ଟାରେ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ପ୍ରଦୂଷଣ ମାନ ଯଥାକ୍ରମେ- ୨୭୦, ୩୨୪, ୩୨୫ ଥିଲା । ଯାହା ଅତ୍ୟନ୍ତ ଖରାପ ସ୍ଥିତି ।

ଅଧିକ ପଢନ୍ତୁ : ପ୍ରଥମେ ବାୟୁ, ଏବେ ପାଣି ; ଦୀପାବଳି ପରେ ଦିଲ୍ଲୀରେ ବଢିଛି ପ୍ରଦୂଷଣ

ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଅନୁସାରେ, ବାୟୁର ଏ ପ୍ରଦୂଷଣ ମାନ ଯୋଗୁ ବିଶ୍ବାସ, ପ୍ରଶ୍ବାସ ନେବାରେ ବି ସମସ୍ୟା ଦେଖାଦେଇଥାଏ । ଉଭୟ ବାୟୁ ଓ ଜଳ ପ୍ରଦୂଷଣ କବଳରେ ରାଜଧାନୀ ବାସୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
And the toxic foam in the Yamuna river, the condition of the residents of the capital is related | Argus News