Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେରଳରେ ପୁଣି ନିପା ଭାଇରସ ଆତଙ୍କ , ଜଣେ ପଜିଟିଭ ଚିହ୍ନଟ

National

କେରଳରେ ପୁଣି ନିପା ଭାଇରସ ଆତଙ୍କ , ଜଣେ ପଜିଟିଭ ଚିହ୍ନଟ

Swayangprajna Mishra
Browse all articles by Swayangprajna Mishra
·1 year ago
କେରଳରେ ପୁଣି ନିପା ଭାଇରସ ଆତଙ୍କ , ଜଣେ ପଜିଟିଭ ଚିହ୍ନଟ

ଅର୍ଗସ ବ୍ୟୁରୋ : କେରଳରେ ପୁଣି ନିପା ଭାଇରସ ଆତଙ୍କ । ପୁଣି ଚିହ୍ନଟ ହେଲା ନିପା ଭାଇରସ୍ ଆକ୍ରାନ୍ତ । ମାଲାପୁରମ୍ ରେ ୧୪ ବର୍ଷୀୟ ବାଳକ ପଜିଟିଭ୍ ନେଇ ସୂଚନା । ପିଲାର କଣ୍ଟାକ୍ଟରେ କେଉଁମାନେ ଆସିଛନ୍ତି ଜାଣିବା ପାଇଁ ପ୍ରକାଶ ପାଇଲା ସରକାରୀ ତତ୍ପରତା । ହାଏ-ରିସ୍କ ଥିବା କଣ୍ଟାକ୍ଟମାନଙ୍କୁ ଆଇସୋଲେଟ୍ କରାଯାଇଛି ।

ଅଧିକ ପଢନ୍ତୁ : ଗୁଜୁରାଟରେ ଆତଙ୍କ ସୃଷ୍ଟି କରୁଛି ଚଣ୍ଡିପୁରା ଭାଇରସ୍

ସେମାନଙ୍କ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି । ମାଲପୁରମବାସୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା ପ୍ରଶାସନ । ତେବେ ୨୦୧୮ରେ ନିପା ଭାଇରସ ଯୋଗୁଁ ୧୭ ଜଣଙ୍କ ଜୀବନ ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Another Nipah virus scare in Kerala, one positive detected | Argus News