Videos
|
National

ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା

Jitendra Dash
Browse all articles by Jitendra Dash
·2 years ago
ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା

ଅର୍ଗସ ବ୍ୟୁରୋ : ପୁଣି ଆସିଲା ଖୁସି ଖବର । ପୁଣି ବାପା ହେଲେ ବିରାଟ କୋହଲି । ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ବିରାଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା । ଏନେଇ ବିରାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

କୋହଲି କହିଛନ୍ତି, ଫେବ୍ରୁଆରୀ ୧୫ ତାରିଖରେ ଆମେ ଆମ ପୁଅ ଅକାୟକୁ ଏ ପୃଥିବୀକୁ ସ୍ୱାଗତ କରିଛୁ । ଯିଏକି ଭାମିକାର ସାନ ଭାଇ । ଆମେ ଆପଣଙ୍କର ଆର୍ଶୀବାଦ ଓ ଶୁଭକାମନା ଆଶା କରୁଛୁ ବୋଲି ବିରାଟ ପୋଷ୍ଟରେ ଲେଖିଛନ୍ତି । ଏହା ପୂର୍ବରୁ କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କର ଏକ କନ୍ୟା ସନ୍ତାନ ଥିଲା । ଏହାପରେ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିବା ନେଇ ସୂଚନା ମିଳିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored