Andhra Pradesh Minister Faints / ଭାଷଣ ଦେବା ବେଳେ ଅଚାନକ ଅସୁସ୍ଥ ହୋଇଗଲେ ମନ୍ତ୍ରୀ; ଭିଡ଼ିଓ ଭାଇରାଲ
·1 hour ago·2 min read

Key Points
ଆନ୍ଧ୍ରପ୍ରଦେଶ ସରକାରଙ୍କ ମନ୍ତ୍ରୀ ଅନମ ରାମନାରାୟଣ ରେଡ୍ଡୀ ହଠାତ୍ ଅସୁସ୍ଥ ହୋଇପଡ଼ିଲେ। ସେ ପ୍ରାୟ ଗୋଟିଏ ଘଣ୍ଟା ଧରି ମଞ୍ଚ ଉପରେ ଠିଆ ହୋଇ ଭାଷଣ ଦେଉଥିଲେ, ସେହି ସମୟରେ ହଠାତ୍ ତାଙ୍କର ଭାରସାମ୍ୟ ହରାଇ ଗୋଟିଏ ପାର୍ଶ୍ୱକୁ ପଡ଼ିଯିବାକୁ ଲାଗିଲେ।
AP Minister Anam Narayana Reddy: ସ୍ୱାଧିନତା ଦିବସ ପାଳନ ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି ଆନ୍ଧ୍ର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଅନମ ରାମନାରାୟଣ ରେଡ୍ଡୀ। ରାଜ୍ୟର ତିରୁପତି ଠାରେ ୮୦ ତମ ସ୍ୱାଧିନତା ଦିବସ ପାଳନ ସମୟରେ, ମନ୍ତ୍ରୀ ରେଡ୍ଡୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ପ୍ରାୟ ଏକ ଘଣ୍ଟା ଧରି ମଞ୍ଚରେ ଛିଡ଼ା ହୋଇ ଭାଷଣ ଦେଉଥିଲେ। ହେଲେ ଭାଷଣ ଦେବା ବେଳେ ସେ ହଠାତ୍ ତାଙ୍କର ଭାରସାମ୍ୟ ହରାଇ ଗୋଟିଏ ପାର୍ଶ୍ୱକୁ ପଡ଼ି ଯିବାକୁ ଲାଗିଥିଲେ।
ମନ୍ତ୍ରୀଙ୍କୁ ମଞ୍ଚରେ ହଠାତ ପଡ଼ିଯିବାର ଦେଖି, ଅନେକ ସୁରକ୍ଷା କର୍ମୀ ଏବଂ ଅଧିକାରୀ ତାଙ୍କ ସାହାଯ୍ୟ କରିବାକୁ ତାଙ୍କ ପାଖକୁ ଧାଇଁ ଆସିଥିଲେ। ଏହା ପରେ ତାଙ୍କୁ ଆବଶ୍ୟକୟ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିଲା। ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ, ମନ୍ତ୍ରୀଙ୍କ ରକ୍ତଚାପ ହଠାତ୍ ହ୍ରାସ ପାଇଥିଲା। ଯାହା ଫଳରେ ସେ ଦୁର୍ବଳ ଅନୁଭବ କରିବା ସହ ଭାରସାମ୍ୟ ହରାଇଥିଲେ।
ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନ ମନ୍ତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି। ମନ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯିବାରୁ, ସ୍ୱାଧିନତା ଦିବସ ପାଳନକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଲା। ତିରୁପତି ପୋଲିସ ପ୍ୟାରେଡ ଗ୍ରାଉଣ୍ ଠାରେ ସ୍ୱାଧିନତା ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ପୋଲିସ ସହ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଅତିଥି ମଧ୍ୟ ଯୋଗ ଦେଇଥିଲେ।
ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ କୌଣସି ମନ୍ତ୍ରୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବ ଅବସରରେ ଏପରି ଭାରସାମ୍ୟ ହରାଇଥିବାର ଦେଖାଯାଇଛି। ଲମ୍ବା ଭାଷଣ ଏବଂ ପ୍ରବଳ ଗରମ ପୂର୍ବରୁ ଅନେକ ଥର ରାଜନେତାଙ୍କୁ ଅସୁସ୍ଥ କରି ପକାଇଛି।

మంత్రి ఆనం రామనారాయణ రెడ్డికి అస్వస్థత
— BSB2020 (@ManaTDPfamily) August 15, 2026
తిరుపతి పోలీస్ పెరేడ్ గ్రౌండ్లో స్వాతంత్య్ర దినోత్స వేడుకల్లో పాల్గొన్న ఆనం
స్పీచ్ ఇస్తుండగా అస్వస్థతకు గురైన మంత్రి
దాదాపు గంటసేపు నిల్చొని ప్రసంగం ఇవ్వడంతో ఆనం రామనారాయణ రెడ్డికి బీపీ డౌన్ #AanamRamanarayanareddy #andhrapradesh pic.twitter.com/9U9uEnmPO9
ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନ ମନ୍ତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି। ମନ୍ତ୍ରୀ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯିବାରୁ, ସ୍ୱାଧିନତା ଦିବସ ପାଳନକୁ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଲା। ତିରୁପତି ପୋଲିସ ପ୍ୟାରେଡ ଗ୍ରାଉଣ୍ ଠାରେ ସ୍ୱାଧିନତା ଦିବସ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ପୋଲିସ ସହ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଅତିଥି ମଧ୍ୟ ଯୋଗ ଦେଇଥିଲେ।
ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ କୌଣସି ମନ୍ତ୍ରୀଙ୍କୁ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବ ଅବସରରେ ଏପରି ଭାରସାମ୍ୟ ହରାଇଥିବାର ଦେଖାଯାଇଛି। ଲମ୍ବା ଭାଷଣ ଏବଂ ପ୍ରବଳ ଗରମ ପୂର୍ବରୁ ଅନେକ ଥର ରାଜନେତାଙ୍କୁ ଅସୁସ୍ଥ କରି ପକାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories