Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

Jitendra Dash
Browse all articles by Jitendra Dash
·2 years ago
ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଅର୍ଗସ ବ୍ୟୁରୋ : ଦିଲ୍ଲୀ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି । ଅରବିନ୍ଦ କେଜ୍ରିଓ୍ବାଲଙ୍କ ଓକିଲ ଆଜି ଏନେଇ ସୁପ୍ରିମକୋର୍ଟରେ ଜରୁରୀ ଶୁଣାଣି ପାଇଁ ଆବେଦନ କରିବେ । 

ଅଧିକ ପଢନ୍ତୁ ଭାରତ ଖବର   

ଗତକାଲି ମଦ ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ମାର୍ଚ୍ଚ ୨୧ରେ ଅରିବନ୍ଦ କେଜ୍ରିଓ୍ବାଲଙ୍କୁ ଇଡି ଗିରଫ କରିଥିଲା । ଦିଲ୍ଲୀ ମଦ ନୀତି ମାମଲାରେ ତାଙ୍କୁ ବାରମ୍ବାର ସମନ ହୋଇଥିଲେ ବି ସେ ହାଜର ହୋଇ ନଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Arvind Kejriwal Back In Supreme Court After 18 Days And High Court Setback | Argus News