Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ରାମ ମନ୍ଦିର ପ୍ରତିଷ୍ଠା ଫଳରେ ଦେଢରୁ ଦୁଇ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର

Jitendra Dash
Browse all articles by Jitendra Dash
·2 years ago
ରାମ ମନ୍ଦିର ପ୍ରତିଷ୍ଠା ଫଳରେ ଦେଢରୁ ଦୁଇ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର

ଅର୍ଗସ ବ୍ୟୁରୋ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଫଳରେ ଦେଢରୁ ଦୁଇ ଲକ୍ଷ ଲୋକଙ୍କୁ ମିଳିବ ରୋଜଗାର । ଇକୋନୋମିକ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ହ୍ୟୁମାନ କ୍ୟାପିଟାଲ ସାସ ପ୍ଲାଟଫର୍ମ ବେଟରପ୍ଲେସ କହିଛି, ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦ୍‌ଘାଟନ ହେତୁ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୨ ଲକ୍ଷ ଲୋକ ଚାକିରି ପାଇବାର ସମ୍ଭାବନା ରହିଛି । 

ଅଧିକ ପଢନ୍ତୁ :ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା

ବେଟରପ୍ଲେସର କୋଫାଉଣ୍ଡର ତଥା ଗୋଷ୍ଠୀ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରବୀଣ ଅଗ୍ରୱାଲ କହିଛନ୍ତି ଯେ, ଏହା ବ୍ୟତୀତ ଅଯୋଧ୍ୟାରେ ହୋଟେଲ, ଆପାର୍ଟମେଣ୍ଟ ୟୁନିଟ, ସ୍ବାସ୍ଥ୍ୟସେବା ସୁବିଧା ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସମ୍ପ୍ରସାରିତ ହେବାକୁ ଯାଉଛି, ଏହି କାରଣରୁ ତୁରନ୍ତ ୫୦,୦୦୦ରୁ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayodhya Ram Mandir | Argus News