Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଯୋଧ୍ୟା ଧାମ ଜଂସନ୍ ନାଁରେ ଜଣାଯିବ ଅଯୋଧ୍ୟା ଷ୍ଟେସନ

Swayangprajna Mishra
Browse all articles by Swayangprajna Mishra
·2 years ago
ଅଯୋଧ୍ୟା ଧାମ ଜଂସନ୍ ନାଁରେ ଜଣାଯିବ ଅଯୋଧ୍ୟା ଷ୍ଟେସନ

ଅର୍ଗସ ବ୍ୟୁରୋ  : ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ବଦଳିଲା ଅଯୋଧ୍ୟା ରେଳ ଷ୍ଟେସନର ନାଁ। ଏବେ ଅଯୋଧ୍ୟା ଧାମ ଜଂସନ୍ ନାଁରେ ଜଣାଯିବ ଅଯୋଧ୍ୟାର ରେଳ ଷ୍ଟେସନ। ଏହାସହ ଷ୍ଟେସନର ନବକଳେବର ହୋଇଛି। ମନ୍ଦିର ସ୍ବରୂପରେ ଏହାର ପୁନଃନିର୍ମାଣ କରାଯାଇଛି।

ଅଧିକ ପଢନ୍ତୁ : ଅଯୋଧ୍ୟାରେ ଭବ୍ୟ ଆୟୋଜନ, ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଏହାସହ ଯାତ୍ରୀଙ୍କ ପାଇଁ ଅଧୁନିକ ସୁବିଧାକୁ ଦୃଷ୍ଟିରେ ରଖି ଲିଫ୍ଟ ଏବଂ ସ୍ବଚାଳିତ ସିଡିର ବ୍ୟବସ୍ଥା ହୋଇଛି। 30 ଡିସେମ୍ବରରେ ଏହାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayodhya Station will be known as Ayodhya Dham Junction | Argus News