Bageshwar Baba / ଯଦି ଚାଚାଙ୍କର ୩୦ ଛୁଆ ହୋଇପାରୁଛି, ହିନ୍ଦୁଙ୍କର ୪ଟା କାହିଁକି ନୁହେଁ: ବାଗେଶ୍ଵର ବାବା
·5 months ago·2 min read

Key Points
ଯେଉଁଦିନ ପତାକାରେ ଚାନ୍ଦ ଆସିବ
ସେଦିନ ଲୋପ ପାଇଯିବେ ହିନ୍ଦୁ
ଯଦି ଚାଚାଙ୍କର ୩୦ ଛୁଆ ହୋଇପାରୁଛି
ହିନ୍ଦୁଙ୍କର ୪ଟା କାହିଁକି ନୁହେଁ
ସେଦିନ ଲୋପ ପାଇଯିବେ ହିନ୍ଦୁ
ଯଦି ଚାଚାଙ୍କର ୩୦ ଛୁଆ ହୋଇପାରୁଛି
ହିନ୍ଦୁଙ୍କର ୪ଟା କାହିଁକି ନୁହେଁ
ଚର୍ଚ୍ଚାରେ କଥାବାଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନ । ହିନ୍ଦୁଙ୍କୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି ବାଗେଶ୍ଵର ବାବା । ସେ କହିଛନ୍ତି, ଯେଉଁଦିନ ତ୍ରିରଙ୍ଗା ପତାକାରେ ଚାନ୍ଦ ଆସିଯିବ, ସେଦିନ ନା ରହିବେ ଶର୍ମା ନା ରହିବେ ବର୍ମା ନା ରହିବେ କ୍ଷତ୍ରୀୟ । ପୁରା ଲୋପ ପାଇଯିବେ ହିନ୍ଦୁ। ଉତ୍ତରପ୍ରଦେଶର ବାନ୍ଦ୍ରାରେ ଏମିତି କିଛି ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ । ସେ କହିଛନ୍ତି, ଏହାର ସବୁଠୁ ବଡ ଉଦାହରଣ ହେଉଛି ବାଂଲାଦେଶ । ଯେଉଁଠି ଜଣେ ଜଣେ ବିଧବା ମହିଳାଙ୍କ ସହ ୪୦-୪୦ ଜଣ ଲୋକ ରେଫ୍ କରିଛନ୍ତି । ତେଣୁ ଦେଶରେ ଜାତିପ୍ରଥା ନୁହେଁ, ବରଂ ଜାତୀୟତାବାଦ୍ ରହିବା ଦରକାର । ବାବାଙ୍କର ଏହି ବୟାନ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଧୀରେନ୍ଦ୍ର କହିଛନ୍ତି, ସେହି ବ୍ୟକ୍ତି ବଳବାନ, ସେହି ବ୍ୟକ୍ତି ସଫଳ ଯାହା ମଧ୍ୟରେ ଏକତା ରହିଛି । ମୁସଲମାନ ମାନଙ୍କ ମଧ୍ୟରେ ପଠାଣ, ଖାନ, ସିୟା,ସୁନ୍ନି ଆଦି ରହିଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ଯେତେବେଳେ ଧର୍ମର କଥା ଆସେ, ସେମାନେ କେବଳ ମୁସଲମାନ । ହେଲେ ୯ଟି ରାଜ୍ୟରେ ହିନ୍ଦୁ ମାନଙ୍କ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ତାର କାରଣ ହେଉଛି ଆମ ଭିତରେ ଏକତା ନାହିଁ । ହିନ୍ଦୁ ମାନଙ୍କୁ ଯେ କେହି ବି ତାଙ୍କର ପରିଚୟ ପଚାରନ୍ତି, ସେ ନିଜକୁ ବ୍ରାହ୍ମଣ, ପଣ୍ଡିତ ନହେଲେ ଅନ୍ୟ କିଛି କହିଥାନ୍ତି । କିନ୍ତୁ ସମସ୍ତେ ନିଜର ପରିଚୟକୁ ଜାତିରେ ନୁହେଁ, ବରଂ ଧର୍ମରେ ଦିଅନ୍ତୁ ବୋଲି ସମସ୍ତଙ୍କୁ କହିଛନ୍ତି ଧୀରେନ୍ଦ୍ର ।
ଏଥିସହ ପଢ଼ନ୍ତୁ: ଏହି ୪ ମନ୍ତ୍ର ଜାଣି ରଖନ୍ତୁ, ଜୀବନରେ କେବେବି ଦୁଃଖୀ ରହିବେନି: ପ୍ରେମାନନ୍ଦଜୀ ମହାରାଜ
ହିନ୍ଦୁଙ୍କୁ ବଞ୍ଚାଇବାର ଗୋଟେ ହିଁ ରାସ୍ତା ଯାହା ହେଉଛି ଜନସଂଖ୍ୟା ବୃଦ୍ଧି । ଯଦି ମୁସଲମାନ ଚାଚା ୩୦ ତିରିଶ ପିଲା ଜନ୍ମ କରିପାରୁଛନ୍ତି, ତେବେ ହିନ୍ଦୁ କାହିଁକି ନୁହେଁ । ପ୍ରତି ହିନ୍ଦୁ ଘରେ ୪ଟି ସନ୍ତାନ ଜନ୍ମ ହେବା ଆବଶ୍ୟକ । ୨ ଜଣ ପରିବାର ପାଇଁ, ଜଣେ ସ୍ଵୟଂ ସେବକ ସଂଘ ପାଇଁ ଏବଂ ଆଉ ଜଣେ ହିନ୍ଦୁ ରାଷ୍ଟ୍ରପାଇଁ ନିହାତି ଆବଶ୍ୟକ । ବର୍ତ୍ତମାନ ହିନ୍ଦୁମାନଙ୍କୁ ବିଭାଜିତ କରିବାର ଷଡଯନ୍ତ୍ର ଚାଲିଛି। ଜାତିବାଦ ହିନ୍ଦୁମାନଙ୍କୁ ଫମ୍ପା କରିଦେଇଛି। ତେଣୁ ଏହି ଦେଶରେ ଜାତିପ୍ରଥା ନୁହେଁ, ବରଂ ଜାତୀୟତାବାଦ ରହିବା ନିହାତି ଆବଶ୍ୟକ ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories