GST Bribe Case / କେସ୍ ରଫାଦଫା ପାଇଁ ୮ ଲକ୍ଷ ଲାଞ୍ଚ ମାଗୁଥିଲେ GST ଅଧିକାରୀ; ଏମିତି ଧରାପଡ଼ିଲେ
·38 mins ago·2 min read

Key Points
ଧରାପଡ଼ିଲେ ଲୋଭୀ ଜିଏସଟି ଅଧିକାରୀ
ଜଣେ ବ୍ୟକ୍ତିଙ୍କଠୁ ୮ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ
ଜଣେ ବ୍ୟକ୍ତିଙ୍କଠୁ ୮ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ
ବେଙ୍ଗାଲୁରୁ: ପାଖରେ ବଡ଼ ସରକାରୀ ଚାକିରି । ତଥାପି କମିନି ଲୋଭ । ଲାଞ୍ଚ ନେଉଥିବାବେଳେ ଧରାପଡ଼ିଲେ ଜଣେ ଜିଏସ ଟିଅଧିକାରୀ । ଏହି କେନ୍ଦ୍ର ସରକାରୀ କର୍ମଚାରୀ ଜଣକ ₹୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଧରାପଡ଼ିଛନ୍ତି । ଏହି ଲାଞ୍ଚୁଆ ଅଫିସର ଜଣକ କେନ୍ଦ୍ରୀୟ ସଦନରେ କାର୍ଯ୍ୟରତ ଥିଲେ । ଏକ ମିଥ୍ୟା ଅଭିଯୋଗକୁ ବନ୍ଦ କରିଦେବା ପାଇଁ ସେ ୮ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏହି ଘଟଣା ସାମ୍ନାକୁ ଆସିଛି।
ପଢନ୍ତୁ ଏହି ଖବର: କେସ୍ ଡାଏରୀ ଦାଖଲ ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ; ଧରାପଡ଼ିଲେ ମହିଳା IIC
- ପୂରା ଘଟଣା କ’ଣ?
- ମିଥ୍ୟା ଅଭିଯୋଗ ବନ୍ଦ କରିବା ପାଇଁ ଲାଞ୍ଚ ନେଉଥିଲେ
ପଢନ୍ତୁ ଏହି ଖବର: କେସ୍ ଡାଏରୀ ଦାଖଲ ପାଇଁ ଅଭିଯୁକ୍ତଙ୍କ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ; ଧରାପଡ଼ିଲେ ମହିଳା IIC
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ଲାଞ୍ଚୁଆ ତହସିଲଦାର ଗିରଫ
Related Topics
Explore more stories