Bengaluru techie couple death / ସହିପାରିଲେନି ସ୍ଵାମୀଙ୍କ ମୃତ୍ୟୁ ଦୁଃଖ; ୧୭ ମହଲାରୁ ଡେଇଁଲେ ମହିଳା
·5 months ago·2 min read

Key Points
ହଠାତ୍ ଚାଲିଗଲେ ଜୀବନସାଥୀ
ସହିପାରିଲେନି ସ୍ଵାମୀଙ୍କ ମୃତ୍ୟୁ ଦୁଃଖ
୧୭ ମହଲାରୁ ଡେଇଁପଡିଲେ ମହିଳା
ସହିପାରିଲେନି ସ୍ଵାମୀଙ୍କ ମୃତ୍ୟୁ ଦୁଃଖ
୧୭ ମହଲାରୁ ଡେଇଁପଡିଲେ ମହିଳା
ଡକାଡକି ହୋଇ ପଛକୁ ପଛ ଚାଲିଗଲେ ଦମ୍ପତି । ଏମିତି ଏକ ଖରାପ ସମୟ ଆସିଲା ଯେ ଦୁଇ ଜଣଙ୍କର ଏକାଦିନରେ ମୃତ୍ୟୁ ଘଟିଛି । ତେଲେଙ୍ଗାନାର ଏକ ଯୁବ ଟେକ୍ନିସିଆନ୍ ଦମ୍ପତି ବେଙ୍ଗାଲୁରୁସ୍ଥିତ ତାଙ୍କ ଘରେ ଏକ ଦୁଃଖଦ ଘଟଣାକ୍ରମରେ ଆତ୍ମହତ୍ୟା କରିଛନ୍ତି । ସ୍ଵାମୀଙ୍କ ଆତ୍ମହତ୍ୟା ପରେ ପତ୍ନୀ ମଧ୍ୟ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନଥିଲେ ବି ଏଭଳି ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି ।
ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର କବାଟ ଠକ୍ ଠକ୍ କରି ଡାକିଥିଲେ, ସେତେବେଳେ କୌଣସି ଉତ୍ତର ମିଳିନଥିଲା । ଏହାପରେ ସେ ସୁରକ୍ଷା କର୍ମୀ ଏବଂ ପଡ଼ୋଶୀମାନଙ୍କୁ ଏନେଇ ସୂଚିତ କରିଥିଲେ । ଯେତେବେଳେ ପଡ଼ୋଶୀମାନେ ଜୋରଜବରଦସ୍ତ କବାଟ ଖୋଲିଥିଲେ, ସମସ୍ତେ ହତବାକ୍ ହୋଇଥିଲେ । କେହି ନିଜ ଆଖିକୁ ବିଶ୍ଵାସ କରିପାରିନଥିଲେ । କାଲି କଥା କହୁଥିବା ମଣିଷଟି ଆଜି ନିର୍ଜୀବ ପାଲଟିଯାଇଛି । କାରଣ କବାଟ ଖୋଲିବା ପରେ ସମସ୍ତେ ଭାନୁଙ୍କୁ ମୃତ ଦେଖିଲେ ।
- କଣ ଥିଲା ଘଟଣା ?

- ସ୍ଵାମୀଙ୍କ ବିୟୋଗ ସହିପାରିଲେନି ମହିଳା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ପାକିସ୍ତାନରୁ ଆସିଲା ବଡ଼ ଖବର; ଶେଷରେ ମଲା ଜୈସ ଆତଙ୍କୀ ମସୁଦ ଅଜହର ଭାଇ
ତେବେ ତେଲେଙ୍ଗାନାରେ ପରିବାର ସଦସ୍ୟଙ୍କ ଦ୍ୱାରା ଦାଖଲ ଅଭିଯୋଗ ଆଧାରରେ ଅପ୍ରାକୃତିକ ମୃତ୍ୟୁର ଦୁଇଟି ପୃଥକ ରିପୋର୍ଟ ଦାଖଲ କରାଯାଇଛି । ତଦନ୍ତକାରୀମାନେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରି ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟା, ସମ୍ପର୍କ ସମସ୍ୟା ଏବଂ ଭାବପ୍ରବଣ ଯନ୍ତ୍ରଣା ସମେତ ମୃତ୍ୟୁର କାରଣ ହେଉଥିବା ପରିସ୍ଥିତିର ତଦନ୍ତ କରୁଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।
ବି.ଦ୍ର: ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ଯଦି ଆପଣ ଅବସାଦଗ୍ରସ୍ତ ଅଛନ୍ତି, ତେବେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ଦୟାକରି ଆପଣଙ୍କର ନିକଟସ୍ଥ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।

Related Topics
Explore more stories