|
logo
Live

Argus News - ଭଜନଲାଲ ଶର୍ମା ହେବେ ରାଜସ୍ଥାନ ନୂଆ ମୁଖ୍ୟମନ୍ତ୍ରୀ

National

ଭଜନଲାଲ ଶର୍ମା ହେବେ ରାଜସ୍ଥାନ ନୂଆ ମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·2 years ago
ଭଜନଲାଲ ଶର୍ମା ହେବେ ରାଜସ୍ଥାନ ନୂଆ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଭଜନଲାଲ ଶର୍ମା ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ଭଜନଲାଲଙ୍କ ନାଁରେ ମୋହର ମାରିଛନ୍ତି। ବ୍ରାହ୍ମଣ ସଂପ୍ରଦାୟରୁ ପ୍ରତିନିଧିତ୍ବ କରିଥିଲେ ଭଜନଲାଲ। 

ସାଙ୍ଗାନେର ବିଧାନସଭା କ୍ଷେତ୍ରରୁ ପ୍ରଥମ ବିଧାୟକ ଥିବାବେଳେ ରାଜସ୍ଥାନ ବିଜେପିର ମହାସଚିବ ଅଛନ୍ତି ଭଜନ ଲାଲ। ୪ଥର ବିଜେପିର ମହାସଚିବ ଥିଲେ ଭଜନଲାଲ।ଏଥର ରାଜସ୍ଥାନରେ ୨ ଉପମୁଖ୍ୟମନ୍ତ୍ରୀ।  ଦୀୟା ସିଂହ ଓ ପ୍ରେମ ଚନ୍ଦ ବୈରବା ହେବେ ଉପମୁଖ୍ୟମନ୍ତ୍ରୀ। ବାସୁଦେବ ଦେବନାନୀ ହେବେ ବିଧାନସଭା ବାଚସ୍ପତି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭଜନଲାଲ ଶର୍ମା ହେବେ ରାଜସ୍ଥାନ ନୂଆ ମୁଖ୍ୟମନ୍ତ୍ରୀ | Argus News