Aadhaar For Land / ଜମି ପାଇଁ ଦରକାର ଆଧାର; ଶୀଘ୍ର ବନାନ୍ତୁ, ସରକାର ଆଣିଲେ ନୂଆ ଯୋଜନା
·14 mins ago·2 min read

Key Points
ଆପଣ ଜାଣନ୍ତି କି ଭୂ-ଆଧାର କ'ଣ ?
ପ୍ରତ୍ୟେକ ପ୍ଲଟର ଦରକାର ନିଜସ୍ୱ ୧୪ ଅଙ୍କ ବିଶିଷ୍ଟ ନମ୍ବର
ପଞ୍ଜିକରଣ ବ୍ୟବସ୍ଥା ପରିବର୍ତ୍ତନ ହୋଇଛି

ନୂଆଦିଲ୍ଲୀ: ଏଣିକି ଆପଣଙ୍କ ଜମିର ରହିବ ଅନନ୍ୟ ନମ୍ବର । ଜମି ଥିଲେ ଆବଶ୍ୟକ ପଡ଼ିବ ଭୂ-ଆଧାର କାର୍ଡ । କେନ୍ଦ୍ର ସରକାର ଭୂମି ପଞ୍ଜିକରଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି । ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଭିନ୍ନ ପର୍ଯ୍ୟାୟରେ ଭୂ-ଆଧାର ଆରମ୍ଭ କରାଯାଇଛି । ଏବେ ସରକାର ଭୂମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ (DILRMP)ର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି, ଯାହା ୨୦୨୬ରୁ ୨୦୩୧ ପର୍ଯ୍ୟନ୍ତ ଚାଲିବ ।
ଭୂମି ରେକର୍ଡକୁ ଆଧୁନିକୀକରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ସେପ୍ଟେମ୍ବର ୨୦୨୬ ସୁଦ୍ଧା ଡିଜିଟାଲ ଇଣ୍ଡିଆ ଭୂମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ 3.0 "ଭୂ-ଆଧାର" ବା ୟୁନିଭର୍ସାଲ ULPIN ପାଇଁ ସରକାରୀ ନିର୍ଦ୍ଦେଶାବଳୀ ଏବଂ ଏକ ଦେଶବ୍ୟାପୀ ଯୋଜନା ଆରମ୍ଭ କରିଛି । ଏହା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଉଛି ।

- ଡିଜିଟାଲ ହେବ ଆପଣଙ୍କ ଜମି ରେକର୍ଡ
- ଜିଓ-ବେସ୍ କ'ଣ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଏଣିକି ଥାନାକୁ ଯିବା ଦରକାର ନାହିଁ, WhatsAppରେ ମିଳିବ ୧୪ ପୋଲିସ ସେବା
ବାରମ୍ବାର ସମାନ ଜମି ବିକ୍ରୟ କରିବା କିମ୍ବା ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ଏହାକୁ ଅଧିଗ୍ରହଣ କରିବା ଭଳି ଠକେଇକୁ ଚିହ୍ନଟ କରାଯାଇପାରିବ । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଭୂ-ଆଧାର ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଛି । ବର୍ତ୍ତମାନ, ସରକାର ଦେଶର ସମସ୍ତ ଭୂମିରେ ଏହାକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବା ପାଇଁ ୨୦୨୬ରୁ ୨୦୩୧ ପର୍ଯ୍ୟନ୍ତ DILRMPର ତୃତୀୟ ପର୍ଯ୍ୟାୟ ଘୋଷଣା କରିଛନ୍ତି ।

- ଜମିର ରେକର୍ଡରେ କ'ଣ ହେବ ?
Related Topics
Explore more stories