Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତ ଆସିବାକୁ ଚାହୁଁଛି ବିଦେଶର ବଡ କମ୍ପାନୀ, ଏପରି କହିଲେ ରିତେଶ ଅଗ୍ରୱାଲ

National

ଭାରତ ଆସିବାକୁ ଚାହୁଁଛି ବିଦେଶର ବଡ କମ୍ପାନୀ, ଏପରି କହିଲେ ରିତେଶ ଅଗ୍ରୱାଲ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଭାରତ ଆସିବାକୁ ଚାହୁଁଛି ବିଦେଶର ବଡ କମ୍ପାନୀ, ଏପରି କହିଲେ ରିତେଶ ଅଗ୍ରୱାଲ

ଅର୍ଗସ ବ୍ୟୁରୋ : ଭାରତର ଅର୍ଥ ବ୍ୟବସ୍ଥାର ଅଗ୍ରଗତି ଦେଖି ପୁରା ବିଶ୍ବରେ ଏବେ ଚର୍ଚ୍ଚା ଜୋର ଧରିଛି । ଯେଉଁ କାରଣରୁ ଅନେକ କମ୍ପାନୀ ନିଜ ବ୍ୟବସାୟିକ ଲାଭ ପାଇଁ ଭାରତ ଆସି ବିନ କମ୍ପାନୀର ବ୍ୟବସାୟ କରିବାକୁ ଚାହୁଁଛନ୍ତି । 

ଦୂନିଆର ସବୁଠୁ ଶୀଘ୍ର ତଥା ଦ୍ରୁତ ବେଗରେ ଅଗ୍ରଗତି କରୁଥିବା ଅର୍ଥବ୍ୟବସ୍ଥା ହେଉଛି ଭାରତ । ଯେଉଁଥିପାଇଁ ବିଦେଶର ଅନେକ କମ୍ପାନୀଗୁଡିକ ଭାରତ ଆସି ସେମାନଙ୍କ ବ୍ୟବସାୟିକ ଲାଭ ପାଇବାକୁ ଇଚ୍ଛା କରନ୍ତି । ଟେସଲା (Tesla) ଆପଲ୍ (Apple) ଭଳି କମ୍ପାନୀଗୁଡିକ ଭାରତକୁ ଆସିଛନ୍ତି । ଯାହାକୁ ନେଇ ଓୟୋ ରୁମର ଫାଉଣ୍ଡର ତଥା ସିଇଓ ରିତେଶ ଅଗ୍ରୱାଲ ଏପରି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ଅନେକ ବଡବଡ କମ୍ପାନୀ ଭାରତ ଆସିବାକୁ ଚାହୁଁଛନ୍ତି । 

ଅଧିକ ପଢନ୍ତୁ : ଭାରତରେ ଡିଜିଟାଲ କାରବାରର ପରିମାଣ ଦ୍ରୁତ ଗତିରେ ଵଢିଵାରେ ଲାଗିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତର ଅର୍ଥନୀତି ବିଶ୍ବରେ ଏକ ସ୍ବତନ୍ତ୍ର ପ୍ରଭାବ ପକେଇଛି । ନିଜର ବିଜନେସ ଷ୍ଟାର୍ଟଅପ ଦ୍ବାରା ଅନେକ ଅନେକ କମ୍ପାନୀ ଭାରତ ପ୍ରତି ଆକର୍ଷିତ ହେଉଛନ୍ତି । ସେଥିପାଇଁ ଅନେକ ବଡବଡ କମ୍ପାନୀ ନିଜର ବ୍ୟବସାୟ ପାଇଁ ଭାରତ ଆଶିବାକୁ ଚାହୁଁଛନ୍ତି । ତେବେ ବିଜନେସ ଷ୍ଟାର୍ଟଅପକୁ ନେଇ ସରକାରଙ୍କ ଦ୍ବାରା ତିଆରି କରାଯାଇଥିବା ସରକାରୀ ନୀତିକୁ ପ୍ରଶଂସା କରିଛନ୍ତି ରିତେଶ ଅଗ୍ରୱାଲ ।
 

Sponsored
Big foreign companies want to come to India, said CEO of oyo Ritesh Agarwal | Argus News