Videos
|
National

ଦିଲ୍ଲୀରେ ବିଜେପିର ବଡ ବୈଠକ, ହୋଇପାରେ ବଡ ଘୋଷଣା

Manini Pattanayak
Browse all articles by Manini Pattanayak
·2 years ago
ଦିଲ୍ଲୀରେ ବିଜେପିର ବଡ ବୈଠକ, ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ବୈଠକ ଆରମ୍ଭ  । ଦିଲ୍ଲୀରେ ବିଜେପିର କୋର କିମିଟି ବୈଠକ ଆରମ୍ଭ। ଓଡ଼ିଶା ସଂମ୍ପର୍କରେ ଆଲୋଚନା ନେଇ ଚାଲିଛି ବୈଠକ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ।  ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର  ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଅଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ  ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖପାତ୍ର ସମ୍ବିତ ପାତ୍ର  ଉପସ୍ଥିତ ଅଛନ୍ତି।  ରାଜ୍ୟ ସଂଗଠନ  ସମ୍ପାଦକ  ମାନସ ମହାନ୍ତି ମଧ୍ୟ ଉପସ୍ଥିତ ଅଛନ୍ତି। 


 ଏପଟେ  ନବୀନ ନିବାସରେ ସରିଛି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ ବିଜେଡିର ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ। ୨୦ରୁ ଅଧିକ ନେତା ଉପସ୍ଥିତ ଥିଲେ। ତେବେ କଣ ମନ୍ତ୍ର ଫୁଙ୍କିଲେ ତାହା ଆଉ କିଛି ସମୟ ପରେ ଜଣାପଡ଼ିବ। ତେବେ ବଡ଼ ଘୋଷଣା ହୋଇପାରେ ବୋଲି ସନ୍ଦେହ କରାଯାଉଛି। 
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
BJP's core committee meeting begins in Delhi. The meeting is going on to discuss about Odisha. | Argus News