Bihar Election / ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪%ରୁ ଅଧିକ ମତଦାନ
·5 months ago·2 min read

Key Points
ପ୍ରଥମ ପର୍ଯ୍ୟାୟରେ ବିହାରରେ ରେକର୍ଡ ଭାଙ୍ଗିଲା ମତଦାନ । 1951 ପରେ ବିହାର ନିର୍ବାଚନ ଇତିହାସରେ ସବୁଠାରୁ ଅଧିକ ୬୪.୪୬%ରୁ ଅଧିକ ଭୋଟିଂ।
ପ୍ରଥମ ପର୍ଯ୍ୟାୟରେ ବିହାରରେ ରେକର୍ଡ ଭାଙ୍ଗିଲା ମତଦାନ । 1951 ପରେ ବିହାର ନିର୍ବାଚନ ଇତିହାସରେ ସବୁଠାରୁ ଅଧିକ ୬୪.୪୬%ରୁ ଅଧିକ ଭୋଟିଂ । ଇଭିଏମରେ ସିଲ୍ ହୋଇଛି ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ । 1951 ପରେ ବିହାର ନିର୍ବାଚନ ଇତିହାସରେ ସବୁଠାରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି।
ଏହାସହ ପଢ଼ନ୍ତୁ: ଉପ-ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚପଲ ମାରିଲେ RJD କର୍ମୀ
ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟ ହାରରେ ରେକର୍ଡ ସୃଷ୍ଟି କରିଛି ବିହାର । ସ୍ବଚ୍ଛ ଓ ନିରପେକ୍ଷ ମତଦାନ ପାଇଁ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟାକୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଭୋଟିଂରେ ବିହାରର ଜନତାଙ୍କ ଉତ୍ସାହକୁ ଧନ୍ୟବାଦ ଦେବା ସହ ସ୍ବଚ୍ଛ ଓ ନିରପେକ୍ଷ ମତଦାନ ପ୍ରତି ବିଶ୍ବାସ ପାଇଁ ବିହାର ଭୋଟରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।
ଏଥର ମହିଳା ଭୋଟରଙ୍କ ଅଂଶଗ୍ରହଣ ବହୁତ ଭଲ ଥିଲା… ଭୋଟଦାନ ସମୟରେ ୧୬୫ ବାଲଟ ୟୁନିଟ, ୧୬୯ କଣ୍ଟ୍ରୋଲ ୟୁନିଟ ଏବଂ ୪୮୦VVPAT ବଦଳାଯାଇଥିଲା। ଚୂଡ଼ାନ୍ତ ତଥ୍ୟ ପ୍ରେସ ବିଜ୍ଞପ୍ତିରେ ଉପଲବ୍ଧ ହେବ। ଏବଂ ଏଥର, ଆମକୁ ପ୍ରଥମ ପର୍ଯ୍ୟାୟରେ କେବଳ ୧.୨୧ ପ୍ରତିଶତ ବାଲଟ ୟୁନିଟ ବଦଳାଯାଇଥିଲା, ଯେତେବେଳେ ୨୦୨୦ ବିଧାନସଭା ନିର୍ବାଚନରେ କେବଳ ୧.୮୭ ପ୍ରତିଶତ EVM ବଦଳାଯାଇଥିଲା… ଏହାର ଅର୍ଥ ହେଉଛି ଏଥର ଆମକୁ କମ EVM ବଦଳାଇବାକୁ ପଡ଼ିଥିଲା।’
ଏହାସହ ପଢ଼ନ୍ତୁ: ବିହାରରେ ମୋଦିଙ୍କ ଜୋରଦାର ପ୍ରଚାର, କଂଗ୍ରେସ-RJDକୁ ଧୋଇଲେ
ଗୋଟିଏ ପଟେ ଅଧା ବିହାର ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଦେଉଛି । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଅରରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ସମାବେଶକୁ ସମ୍ବୋଧନ କରିଛନ୍ତି । ସଭା ମଞ୍ଚରୁ କଂଗ୍ରେସ ଓ ଆରଜେଡି ଉପରେ ପ୍ରଧାନମନ୍ତ୍ରୀଙ୍କ ମୋଦି କଡ଼ା ପ୍ରହାର ଦେଖିବାକୁ ମିଳିଛି ।
କହିଲେ, 'କଂଗ୍ରେସ ଓ ଆରଜେଡି ଦେଶର ସୁରକ୍ଷା ପ୍ରତି ଚିନ୍ତିତ ନୁହନ୍ତି । ଲୋକଙ୍କ ମନରେ ଅବିଶ୍ୱାସର ମଞ୍ଜି ବୁଣି ଚାଲିଛନ୍ତି । ସେଥିପାଇଁ ଏହି ଲୋକମାନେ ଆମର ବିଶ୍ୱାସ ଏବଂ ସଂସ୍କୃତିକୁ ମଧ୍ୟ ଅପମାନ କରନ୍ତି। ଛଟି ମାତାଙ୍କ ପୂଜାକୁ ଏକ ନାଟକ ବୋଲି କହୁଛନ୍ତି କଂଗ୍ରେସର 'ନାମଦାର' । ଏହା ଛଟି ମାତାଙ୍କ ପ୍ରତି ଓ ଆମ ବିଶ୍ୱାସ ପ୍ରତି ବଡ଼ ଅପମାନ । ଆମର ମା' ଏବଂ ଭଉଣୀମାନେ ଛଟ୍ ପୂଜା ସମୟରେ ପାଣି ମଧ୍ୟ ପିଅନ୍ତି ନାହିଁ । ମା ଓ ଭଉଣୀଙ୍କ ଏହି ନିଷ୍ଠାକୁ ସେମାନେ ପ୍ରହସନ ବୋଲି କହୁଛନ୍ତି' ।
ଏହା ସହ ମୋଦି ଆହୁରି କହିଛନ୍ତି, ଏନଡିଏ ସରକାରରେ ନୀତିଶ କୁମାର ବିହାରକୁ ଜଙ୍ଗଲ ରାଜରୁ ବାହାର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ୨୦୧୪ରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ, ବିହାରର ବିକାଶ ନୂତନ ଗତି ପାଇଛି । ପାଟନାରେ IIT ଖୋଲିଛି, ବୋଧଗୟାରେ IIM ଖୋଲିଛି, ପାଟନାରେ AIIMS ଖୋଲିଛି, AIIMS ଦରଭଙ୍ଗାର କାମ ଦ୍ରୁତ ଗତିରେ ଚାଲିଛି, ଏବେ ବିହାରରେ ମଧ୍ୟ ଏକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଅଛି, IIIT ଭାଗଲପୁରରେ ମଧ୍ୟ ଅଛି, ଏବଂ ବିହାରରେ ୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା ହୋଇଛି। ଏମିତି କହି ମୋଦି, ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବା ବେଳେ ବିରୋଧୀ ମେଣ୍ଟକୁ ପ୍ରବଳ ଧୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories