Bihar Election / Bihar Election: "NDAର ପରିଚୟ ବିକାଶ, RJD ଓ କଂଗ୍ରେସର ପରିଚୟ ବିନାଶ"
·10 months ago·2 min read

Key Points
ଆଜି ପୁଣି ବିହାରରେ ପ୍ରଚାର କରି ଜଙ୍ଗଲ ରାଜକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, NDAର ପରିଚୟ ବିକାଶ, RJD ଓ କଂଗ୍ରେସର ପରିଚୟ ବିନାଶ।
ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ୨ ଦିନ ପ୍ରଚାର। କମ୍ପୁଛି ମଇଦାନ। ଏନଡିଏ ଷ୍ଟାର ପ୍ରଚାରକ କରୁଛନ୍ତି ଜୋରଦାର ପ୍ରଚାର। ଆଜି ପୁଣି ବିହାରରେ ପ୍ରଚାର କରି ଜଙ୍ଗଲ ରାଜକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, NDAର ପରିଚୟ ବିକାଶ, RJD ଓ କଂଗ୍ରେସର ପରିଚୟ ବିନାଶ। ସେପଟେ ସୀତାମଢିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ରାହୁଲ ଗାନ୍ଧି ବିହାରରେ ଅନୁପ୍ରବେଶକାରୀ ବଞ୍ଚାଅ ଯାତ୍ରା ଚଳାଇଥିଲେ। ବାଂଲାଦେଶୀ ଅନୁପ୍ରବେଶକାରୀ ବିହାରର ମୁଖ୍ୟମନ୍ତ୍ରୀ କିଏ ହେବ ତାର ନିର୍ଣ୍ଣୟ ନେଇପାରିବେନି।
ଏହାସହ ପଢ଼ନ୍ତୁ: କମ୍ପୁଛି ବିହାର, NDAର ହାଇଭୋଲଟେଜ୍ କ୍ୟାମ୍ପେନ୍
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ବିହାରରେ ମାରାଥନ ପ୍ରଚାର କରିଛନ୍ତି। ଦରଭଙ୍ଗାରେ ଯୋଗୀ କହିଛନ୍ତି, ଇଣ୍ଡି ମେଣ୍ଟରେ ତିନି ମାଙ୍କଡ଼ ଅଛନ୍ତି, ପପୁ, ଟପୁ, ଅପୁ। ପପୁ ସତ କଥା କୁହେନି, ଟପୁ ଠିକ ଜିନିଷ ଦେଖିପାରନି, ଅପୁ ସତ କଥା ଶୁଣିପାରେନି। ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ନେତା ଶଶି ଥରୁରଙ୍କ ଏକ ଲେଖା ଉପରେ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ସେ ନିଜ ଅଭିଜ୍ଞତାରୁ ଏହି କଥା କହିଛନ୍ତି। କାରଣ କଂଗ୍ରେସ ଓ ଆରଜେଡିର ରାଜନୀତି ପରିବାର ଭିତରେ ସୀମିତ।
ଏହାସହ ପଢ଼ନ୍ତୁ: ବିହାରରେ ବିଜେପିର ହାଇଭୋଲଟେଜ୍ ପ୍ରଚାର, ନେତା ଓ କର୍ମୀଙ୍କ ମନରେ ଜୋଶ୍ ଭରିଲେ PM ମୋଦି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଯୋଗୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ପ୍ରଚାରରେ କମ୍ପିଛି ବିହାର। ସେପଟେ ମହାଗଠବନ୍ଧନ ପାଇଁ ପ୍ରିୟଙ୍କା ଗାନ୍ଧି ଓ ତେଜସ୍ବୀ ଯାଦବ ବି କରିଛନ୍ତି ପ୍ରଚାର।
ଏହାସହ ପଢ଼ନ୍ତୁ: 'କଂଗ୍ରେସ ବେକରେ ଛୁରି ଲଗାଇ CM ପଦ ନେଇଯାଇଛି RJD'
ବିହାର ଆରାରେ ମହାଗଠବନ୍ଧନ ଉପରେ ବର୍ଷିଲେ ପିଏମ୍ ମୋଦି । କହିଲେ- କଂଗ୍ରେସ ଓ ଆରଜେଡି ଭିତରେ ଅନେକ ବିବାଦ । ଛୁରି ଲଗାଇ ସିଏମ୍ ପଦ ଛଡାଇ ନେଇଛି ଆରଜେଡି । କଂଗ୍ରେସ ବେକରେ ଛୁରି ଲଗାଇ ଆରଜେଡି ଏଭଳି କରିଛି । RJDର ଜଙ୍ଗଲରାଜ୍ ବିହାରକୁ ଫମ୍ପା କରିଦେଇଛି । କଂଗ୍ରେସକୁ ଧମକ ଦେଇ ଘୋଷଣା କରାଇଲା ଆରଜେଡି । ବିହାରରେ ପୁଣି ଜଙ୍ଗଲରାଜ୍ ଆସବାକୁ ଦେବୁ ନାହିଁ ।
ସେପଟେ ମୁଜାଫରପୁର ଜନସଭାରେ ଲାଲୁ ଓ ସୋନିଆଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗହୃମନ୍ତ୍ରୀ ଅମିତ ଶାହ । କହିଲେ, ଲାଲୁ ଏବଂ ସୋନିଆ ଦେଶ ବିଷୟରେ ଚିନ୍ତା କରନ୍ତି ନାହିଁ । ଲାଲୁ ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଏବଂ ସୋନିଆ ତାଙ୍କ ପୁଅକୁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଏବଂ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇଥିବାରୁ ସେମାନଙ୍କର ଇଚ୍ଛା କେବେ ପୂରଣ ହେବ ନାହିଁ ।
ତେବେ ଏହାରି ଭିତରେ ଶନିବାର ଜେଭିସି ସଂସ୍ଥା ପକ୍ଷରୁ ବିହାର ବିଧାନସଭା ନିର୍ବାଚନ ରେଜଲ୍ଟ ବାବଦରେ ସର୍ଭେ କରାଯାଇଛି । ଏଥିରେ ଏନ୍ଡିଏ କ୍ଷମତା ବଜାୟ ରଖିବ ରିପୋର୍ଟ ପ୍ରକାଶ ପାଇଛି । ସର୍ଭେ ରିପୋର୍ଟ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଏନ୍ଡିଏ ୧୨୦ରୁ ୧୪୦ ଆସନ ପାଇବ ବୋଲି ଆକଳନ କରାଯାଇଥିବା ବେଳେ ମହାମେଣ୍ଟ ୯୩ରୁ ୧୧୨ ଆସନ ଜିତିପାରେ।

Related Topics
Explore more stories