Bihar Election / ଆଜି ବିହାର ଭୋଟ୍ ଗଣତି: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
·10 months ago·2 min read

Key Points
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ କ୍ଷମତା ବଜାୟ ରଖିବ ବୋଲି ଆଶା କରାଯାଉଛି। ଭୋଟ ପରେ ପ୍ରକାଶିତ ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିବ ବୋଲି କୁହାଯାଇଛି ।
ଦୁଇ ପର୍ଯ୍ୟାୟ ବିହାର ବିଧାନସଭା ନିର୍ବାଚନର ଫଳାଫଳ (Bihar Results) ଆଜି ଶୁକ୍ରବାର (ନଭେମ୍ବର ୧୪) ଘୋଷଣା କରାଯିବ। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟ ଗଣିତ କରାଯାଉଛି । ବିହାର ବିଧାନସଭାରେ ୨୪୩ଟି ଆସନ ଅଛି ଏବଂ ବହୁମତ ସଂଖ୍ୟା ୧୨୨।
ଏହାସହ ପଢ଼ନ୍ତୁ: ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ, ନିର୍ବାଚନର ଟିକିନିକି ଖବର ପାଆନ୍ତୁ...
ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ କ୍ଷମତା ବଜାୟ ରଖିବ ବୋଲି ଆଶା କରାଯାଉଛି। ଭୋଟ ପରେ ପ୍ରକାଶିତ ଏକଜିଟ ପୋଲରେ ଏନଡିଏକୁ ବହୁମତ ମିଳିବ ବୋଲି କୁହାଯାଇଛି । ନୀତିଶ କୁମାରଙ୍କ ଶାସନ ଏବଂ ତାଙ୍କ ପଦକ୍ଷେପ ଏହି ବିହାର ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଛବି ଏବଂ ପ୍ରଚାର ମଧ୍ୟ ଏନଡିଏର ରଣନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅନ୍ୟପକ୍ଷରେ ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ବି ବହୁମତ ମିଳିବା ନେଇ ଦାବି କରୁଛନ୍ତି।
ଏହାସହ ପଢ଼ନ୍ତୁ: ଆଜି ଆସିବ ନୂଆପଡା ରେଜଲ୍ଟ, ତ୍ରି-ସ୍ତରୀୟ ସୁରକ୍ଷା ବଳୟରେ କାଉଣ୍ଟିଂ ସେଣ୍ଟର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ’ଣ ବାଜି ପଲଟାଇବେ ତେଜସ୍ବୀ?
ନୀତିଶଙ୍କ ପୂର୍ବତନ ରାଜନୈତିକ ସହଯୋଗୀ ତଥା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରାଯାଇଛି। ତେଜସ୍ୱୀ ନିଜକୁ ଏକ ଗେମ ଚେଞ୍ଜର ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରିଛନ୍ତି, ଏପରିକି ପ୍ରତ୍ୟେକ ପରିବାର ପାଇଁ ଚାକିରିର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହି ପ୍ରତିଶ୍ରୁତି ତାଙ୍କ ପାଇଁ ଯଥେଷ୍ଟ ହେବ କି ?
ବିକଳ୍ପ ହେବେ କି ପ୍ରଶାନ୍ତ ?
ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର ନିଜକୁ ଏକ ବିକଳ୍ପ ଭାବରେ ଉପସ୍ଥାପିତ କରିଛନ୍ତି। ସର୍ବଦା ପରି ବିହାର ନିର୍ବାଚନରେ, ପ୍ରତିଶ୍ରୁତି, ଟିକେଟ ବଣ୍ଟନ ଏବଂ ସାଧାରଣ ଭୋଟରଙ୍କ ଆକର୍ଷଣରେ ଜାତି ସମସ୍ତ ଦଳ ପାଇଁ ଏକ ପ୍ରମୁଖ କାରଣ ହୋଇଛି।

Related Topics
Explore more stories