|
logo
Live

Argus News - ଓଡ଼ିଶାର ଶ୍ରମିକମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ହସ୍ତାନ୍ତର କରିବାକୁ ଚିଠିରେ ଉଲ୍ଲେଖ: ବିଶ୍ୱେଶ୍ୱର

National

ଓଡ଼ିଶାର ଶ୍ରମିକମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ହସ୍ତାନ୍ତର କରିବାକୁ ଚିଠିରେ ଉଲ୍ଲେଖ: ବିଶ୍ୱେଶ୍ୱର

Banajyotshna Ray
Browse all articles by Banajyotshna Ray
·2 years ago
ଓଡ଼ିଶାର ଶ୍ରମିକମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ହସ୍ତାନ୍ତର କରିବାକୁ ଚିଠିରେ ଉଲ୍ଲେଖ: ବିଶ୍ୱେଶ୍ୱର

ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଓଡ଼ିଶାର ସମସ୍ତ ଶ୍ରମିକ ମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ହସ୍ତାନ୍ତର କରିବାକୁ ଚିଠି ଲେଖିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କର  ଅନ୍ୟ ଏକ କାର୍ଯ୍ୟକ୍ରମ ଥିବାରୁ ସେ ଭୁବନେଶ୍ବର ଯାଉଛନ୍ତି । ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ସେ  ପଠାଇଛନ୍ତି । ସେ ସମସ୍ତ ଶ୍ରମିକ ଭାଇ ମାନଙ୍କୁ ଭେଟିବା ସହ ସେମାନଙ୍କ ଓଡ଼ିଶା ଫେରିବା ପାଇଁ ବ୍ୟବସ୍ଥା କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି  କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଦୀର୍ଘ ୧୭ ଦିନ ପରେ ସୁରକ୍ଷିତଭାବେ ଉଦ୍ଧାର ହୋଇଛନ୍ତି ଟନେଲ ଫସିଥିବା ଶ୍ରମିକମାନେ। ତା ମଧ୍ୟରେ ଓଡିଶାର ମଧ୍ୟ କିଛି ଶ୍ରମିକ ଥିଲେ। ତେବେ ସେମାନେ କିଭଳି ଭାବରେ ଫେରିବେ ଓଡିଶା ତାକୁ ନେଇ ଆଲୋଚନା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଓଡ଼ିଶାର ଶ୍ରମିକମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ହସ୍ତାନ୍ତର କରିବାକୁ ଚିଠିରେ ଉଲ୍ଲେଖ: ବିଶ୍ୱେଶ୍ୱର | Argus News