Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିର ବିଦାୟୀ କାଉଣ୍ଟଡାଉନ ଆରମ୍ଭ: ମୋଦି 

National

ବିଜେଡିର ବିଦାୟୀ କାଉଣ୍ଟଡାଉନ ଆରମ୍ଭ: ମୋଦି 

Manini Pattanayak
Browse all articles by Manini Pattanayak
·2 years ago
ବିଜେଡିର ବିଦାୟୀ କାଉଣ୍ଟଡାଉନ ଆରମ୍ଭ: ମୋଦି 

 ବଲାଙ୍ଗିର:  ବଲାଙ୍ଗିର ସଭାରେ ଆସୁ ଆସୁ ବର୍ଷିଲେ ମୋଦି।  କହିଲେ  ବିଜେଡିର କାଉଣ୍ଟଡାଉନ ଆରମ୍ଭ। ଏଠିକା ଲୋକଙ୍କ ଉତ୍ସାହ ଦେଖିଲେ ପରିବର୍ତ୍ତନ ନିଶ୍ଚିତ ଲାଗୁଛି। ଓଡ଼ିଶାରେ ବିଜେଡି ସରକାରର ବିଦାୟୀ କାଉଣ୍ଟଡାନ ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ଏଥର ଡବଲ ଇଂଜିନ ସରକାର ନିଶ୍ଚିତ। ବିଜେଡି ଗରିବୀ ଦୂର ପାଇଁ କିଛି କରିନାହିଁ  ବୋଲି କହିଲେ  ମୋଦି।

 ଏଠି ମା ଭଉଣୀଙ୍କୁ ଦେଖି ବିଜେଡିର ଦଶା ସ୍ପଷ୍ଟ ବାରି ହୋଇପଡୁଛି ବୋଲି କହିଛନ୍ତି ମୋଦି ।  ଓଡ଼ିଆ କଳାସଂସ୍କୃତିର ସେବା କରୁଥିବା ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ ଦିଆଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ରକୁ ଜି-୨୦ର ସିମ୍ବଲ କରାଯାଇଥିଲା। ଆମ ସରକାର ପାଇକ ସଂଗ୍ରାମକୁ ସ୍ବୀକୃତି ଦେଇ ଡାକଟିକେଟ କରିଛି  ବୋଲି କହିଲେ ମୋଦି। 

ଅଧିକ ପଢନ୍ତୁ ଓଡ଼ିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Modi in balangir, BJD's departure countdown begins: Modi | Argus News