|
logo
Live

Argus News - ବିଜେପି-ବିଜେଡ଼ି ମେଣ୍ଟ ନେଇ ହୋଇ ପାରେ ଚୁଡ଼ାନ୍ତ ନିଷ୍ପତ୍ତି !

National

ବିଜେପି-ବିଜେଡ଼ି ମେଣ୍ଟ ନେଇ ହୋଇ ପାରେ ଚୁଡ଼ାନ୍ତ ନିଷ୍ପତ୍ତି !

Jitendra Dash
Browse all articles by Jitendra Dash
·2 years ago
ବିଜେପି-ବିଜେଡ଼ି ମେଣ୍ଟ ନେଇ ହୋଇ ପାରେ ଚୁଡ଼ାନ୍ତ ନିଷ୍ପତ୍ତି !

ଅର୍ଗସ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଘରେ ଜରୁରୀ ବୈଠକ । ଦିଲ୍ଲୀ ସ୍ଥିତ ବାସଭବନରେ ବସିଛି ଜରୁରୀ ବୈଠକ । ଏହି ବୈଠକରେ ଓଡ଼ିଶାର ନିର୍ବାଚନୀ ପ୍ରଭାରୀ ବିଜୟପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ସାମିଲ ଅଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର

ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ଥିବା ସୂଚନା ମିଳିଛି । ତେବେ ଅମିତ ଶାହଙ୍କ ବାସଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମେଣ୍ଟକୁ ନେଇ ଏକ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ମଧ୍ୟ କୁହାଯାଉଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
ବିଜେପି-ବିଜେଡ଼ି ମେଣ୍ଟ ନେଇ ହୋଇ ପାରେ ଚୁଡ଼ାନ୍ତ ନିଷ୍ପତ୍ତି ! | Argus News