Videos
|
National

 ଦ୍ବିତୀୟ ପର୍ଯ୍ୟାୟରେ ୨୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି

Swayangprajna Mishra
Browse all articles by Swayangprajna Mishra
·2 years ago
 ଦ୍ବିତୀୟ ପର୍ଯ୍ୟାୟରେ ୨୧ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି

ଅର୍ଗସ ବ୍ୟୁରୋ : ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ । ପ୍ରଥମ ପର୍ଯ୍ୟାୟରେ ୬୭ ଜଣ ଓ  ଦ୍ବିତୀୟ ପର୍ଯ୍ୟାୟରେ ୨୧ ଜଣିଆ ପ୍ରାର୍ଥୀ ତାଲିକା  ପ୍ରକାଶ କରିଛି ବିଜେପି। ଶିକ୍ଷାମନ୍ତ୍ରୀ ସୀମା ତ୍ରିଖା ଓ ସ୍ୱାସ୍ଥ୍ୟମନ୍ତ୍ରୀ ବନୱାରୀ ଲାଲଙ୍କ ଟିକେଟ୍ କଟିଛି ।

ଅଧିକ ପଢନ୍ତୁ : ହରିୟାଣା ନିର୍ବାଚନ ଲାଗି ବିଜେପିର ୬୭ ପ୍ରାର୍ଥୀ ତାଲିକା ଜାରି

ଜୁଲାନା ଆସନରେ କ୍ୟାପଟେନ ଯୋଗେଶ ବାଇରାଗିଙ୍କୁ କଂଗ୍ରେସ ପ୍ରାର୍ଥୀ ଭିନେଶ ଫୋଗାଟଙ୍କ ବିରୋଧରେ ଟିକେଟ ଦିଆଯାଇଛି। ସେହିପରି ନାରାୟଣଗଡରୁ ପୱନ ସାଇନି, ପୁଣ୍ଡ୍ରିରୁ ସତ୍ୟପାଲ ଜାମ୍ବା, ଆସନ୍ଦରରୁ ଯୋଗେନ୍ଦ୍ର ରାଣାଙ୍କୁ ଟିକେଟ ଦେଇଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: