Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପ୍ରାରମ୍ଭିକ ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପିକୁ ବହୁମତ, ଜାଣନ୍ତୁ କେତେ ସିଟ୍‌ରେ ଆଗୁଆ BJP

National

BJP Majority West Bengal / ପ୍ରାରମ୍ଭିକ ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପିକୁ ବହୁମତ, ଜାଣନ୍ତୁ କେତେ ସିଟ୍‌ରେ ଆଗୁଆ BJP

Santosh Kumar Sahoo
Browse all articles by Santosh Kumar Sahoo
·2 hours ago
ପ୍ରାରମ୍ଭିକ ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପିକୁ ବହୁମତ, ଜାଣନ୍ତୁ କେତେ ସିଟ୍‌ରେ ଆଗୁଆ BJP
West Bengal Counting

Key Points

ବେଙ୍ଗଲରେ ସରକାର ବଦଳିବ କି ?
ବେଙ୍ଗଲରେ BJPକୁ ବହୁମତ !
୧୬୪ ସିଟ୍‌ରେ ଆଗୁଆ
ପଶ୍ଚିମବଙ୍ଗର ୨୯୩ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । ଆଉ ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ଏବେ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ତୃଣମୂଳ କଂଗ୍ରେସ ନା ଭାରତୀୟ ଜନତା ପାର୍ଟି, କେଉଁ ଦଳ ରହିଛି ଆଗୁଆ...ଆସନ୍ତୁ ଜାଣିବା...

ପଶ୍ଚିମବଙ୍ଗରେ ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ଦେଖାଯାଉଛି । କିନ୍ତୁ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ଆଗୁଆ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ବହୁମତ ହାସଲ କରିଛି । ଦିନ ୧୦ଟା ସୁଦ୍ଧା ପଶ୍ଚିମବଙ୍ଗରେ ବିଜେପି ୧୬୪ ଆସନରେ ଆଗୁଆ ରହିଥିବା ବେଳେ ତୃଣମୂଳ କଂଗ୍ରେସ ୧୨୪ ଆସନରେ ଆଗୁଆ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Results: BJP Crosses Majority Mark in Early Trends | Argus News