Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାରା ଦେଶରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ

Swayangprajna Mishra
Browse all articles by Swayangprajna Mishra
·1 year ago
ସାରା ଦେଶରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ

ଅର୍ଗସ ବ୍ୟୁରୋ : ସାରା ଦେଶରେ ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ମାତ୍ର ତିନି ଦିନରେ ସଦସ୍ୟ ସଂଖ୍ୟା ଏକ କୋଟିରେ ପହଞ୍ଚିଛି । ଏହି ମେମ୍ବରସିପ୍ ଡ୍ରାଇଭରେ ସାରା ଦେଶରୁ ଲୋକମାନେ ଯୋଡି ହେଉଛନ୍ତି। ମିସଡ କଲ, ହ୍ବାଟସ ଆପ୍‍, ନମୋ ଆପ୍ ଓ ଫର୍ମ ପୂରଣ କରି ବିଜେପିର ସଦସ୍ୟ ହେଉଛନ୍ତି ।

ଅଧିକ ପଢନ୍ତୁ : ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଗଢ଼ିବା

ସେପ୍ଟେମ୍ବର ଦୁଇ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଗା ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସଦସ୍ୟତା ନବୀକରଣ କରିଥିଲେ । ଏହାପରେ ତିନି ତାରିଖରୁ ଓଡିଶା ସହ ଅନ୍ୟ ରାଜ୍ୟ ଗୁଡିକରେ ଏହି ମେଗା କ୍ୟାମ୍ପେନ୍ ଚାଲିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJP member recruitment campaign across the country | Argus News