Videos
|
National

ଦୀର୍ଘ ୬ ବର୍ଷ ପରେ ମା' ହେବେ ଦୀପିକା   

Manini Pattanayak
Browse all articles by Manini Pattanayak
·2 years ago
ଦୀର୍ଘ ୬ ବର୍ଷ ପରେ ମା' ହେବେ ଦୀପିକା   

ନୂଆଦିଲ୍ଲୀ: ଖୁସି ଖବର ଦେଲେ ଦୀପିକା।  ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବିବାହର ୬ ବର୍ଷ ପରେ ମା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପ୍ରେଗନେନ୍ସିର  ଖବର ନିଜେ ଦୀପିକା ପାଦୁକୋନ ଦେଇଛନ୍ତି।  ଦୀପିକା ମା ହେବାର  ଶୁଣି ତାଙ୍କ ଫ୍ୟାନ୍ସ ବହୁତ ଖୁସି।

ତେବେ ଦୀପିକାର ସୋସିଆଲ ମିଡିଆରେ  ସେୟାର କରିଥିବା ପୋଷ୍ଟରେ ଉଳ୍ଲେଖ କରିଛନ୍ତି  ସେପ୍ଟେମ୍ବରେ  ପିଲା ଜନ୍ମ ହେବ।  ତେବେ ବଲିଉଡ୍‌ର  ପପୁଲାର କପଲ ମାନଙ୍କ ମଧ୍ୟରୁ ରଣବୀର -ଦୀପିକା ଅନ୍ୟତମ।  ଦୀପିକା କେବେ ମା ହେବ ସେନେଇ ଥିଲା ସମସ୍ତଙ୍କର ଅପେକ୍ଷା ।  ଦୀର୍ଘ ୬ ବର୍ଷ ପରେ ଦୀପିକା ମା ହେବାକୁ ଯାଉଛନ୍ତି।    

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: