|
logo
Live

Argus News - ଫେବ୍ରୁଆରୀ ୧ରେ କାମଚଳା ବଜେଟ୍‌

National

ଫେବ୍ରୁଆରୀ ୧ରେ କାମଚଳା ବଜେଟ୍‌

Jitendra Dash
Browse all articles by Jitendra Dash
·2 years ago
ଫେବ୍ରୁଆରୀ ୧ରେ କାମଚଳା ବଜେଟ୍‌

ଅର୍ଗସ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ପହିଲାରେ କାମଚଳା ବଜେଟ୍ ଆଗତ । ଆର୍ଥିକ ସର୍ବେକ୍ଷଣ ବଜେଟ୍ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜାନୁଆରୀ ୩୧ରୁ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ ।

ଅଧିକ ପଢନ୍ତୁ ଭାରତ ଖବର

ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଅଧିବେଶନ ହେବ। ୯ ଫେବ୍ରୁଆରୀ ଯାଏଁ ଏହି ଆଧିବେଶ ଚାଲିବ । ଏହା ପରେ ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ । ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଲ ଆଗତ ହେବା ସମ୍ଭାବନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଫେବ୍ରୁଆରୀ ୧ରେ କାମଚଳା ବଜେଟ୍‌ | Argus News