Videos
|
National

ଏନଡିଏରେ ସାମିଲ ହୋଇପାରନ୍ତି ଚନ୍ଦ୍ରବାବୁ ନାଇଡୁ

Swayangprajna Mishra
Browse all articles by Swayangprajna Mishra
·2 years ago
ଏନଡିଏରେ ସାମିଲ ହୋଇପାରନ୍ତି ଚନ୍ଦ୍ରବାବୁ ନାଇଡୁ

ଅର୍ଗସ ବ୍ୟୁରୋ : ଏନଡିଏକୁ ଫେରିପାରେ ଟିଡିପି। ୨୦୧୮ରେ ବିଜେପିର ହାତ ଛାଡିଥିବା ଚନ୍ଦ୍ରବାବୁ ନାଇଡୁ ପୁଣି ଥରେ ଏନଡିରେ ସାମିଲ ହୋଇପାରନ୍ତି। ଟିଡିପି ଓ ବିଜେପି ମେଣ୍ଟ ନେଇ ଗତକାଲି ଦିଲ୍ଲୀରେ ବସିଥିଲା ବୈଠକ। ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ବସିଥିବା ଏହି ବୈଠକରେ ବିଜେପି ହାଇକମାଣ୍ଡ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି।

ଅଧିକ ପଢନ୍ତୁ ଭାରତ ଖବର 

ଆଲୋଚନାରେ ସିଟ୍‌ ଭାଗବଣ୍ଟାକୁ ନେଇ ମଧ୍ୟ ଅଙ୍କ ଛିଣ୍ଡି ଥିବା ଚର୍ଚ୍ଚା ହୋଇଛି। ଗତ କିଛି ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ଏହି ଦୁଇ ନେତାଙ୍କ ଭେଟଘାଟ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chandrababu Naidu may join the NDA | Argus News