Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାରକୁ ଧକ୍କା ଦେଲା ପିକଅପ, ୧୦ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago
କାରକୁ ଧକ୍କା ଦେଲା ପିକଅପ, ୧୦ ମୃତ

ଅର୍ଗସ ବ୍ୟୁରୋ : :ଛତିଶଗଡ ବେମତରାରେ  ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୧୦ ଜୀବନ । ଏହି ଦୁର୍ଘଟଣାରେ ୨୩ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅଧିକ ପଢନ୍ତୁ : ଟ୍ରକ୍‌ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ

 ମୃତକଙ୍କ ମଧ୍ୟରେ ୫ ମହିଳା,୩ ଶିଶୁ ରହିଥିବା ସୂଚନା ମିଳିଛି। ଏନଏଚରେ ଛିଡାହୋଇଥିବା କାରକୁ ପିକଅପ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chhatishgarh road accident. Pickup hits car, 10 dead | Argus News