Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛତିଶଗଡରେ କଂଗ୍ରେସକୁ ପଛରେ ପକାଇଲା ବିଜେପି 

National

ଛତିଶଗଡରେ କଂଗ୍ରେସକୁ ପଛରେ ପକାଇଲା ବିଜେପି 

Manini Pattanayak
Browse all articles by Manini Pattanayak
·2 years ago
ଛତିଶଗଡରେ କଂଗ୍ରେସକୁ ପଛରେ ପକାଇଲା ବିଜେପି 

 ନୂଆଦିଲ୍ଲୀ: 4 ରାଜ୍ୟର ଜନାଦେଶ। ଚାଲିଛି ଭୋଟ୍ ଗଣତି। ଛତିଶଗଡରେ କଂଗ୍ରେସକୁ ପଛରେ ପକାଇଲା ବିଜେପି।  ଛତଶିଗଡରେ ବିଜେପି ୫୧ ରେ ଆଗରେ ଚାଲିଥିବାବେଳେ କଂଗ୍ରେସ

ଅଧିକ ପଢନ୍ତୁ : ପ୍ରଚଣ୍ଡ ବହୁମତ ଆଡକୁ ଆଗେଇ ଚାଲିଛି ବିଜେପି, ମଧ୍ୟପ୍ରଦେଶ-ରାଜସ୍ଥାନରେ ଆଗୁଆ

୩୭ରେ ପଛରେ ଅଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପି ମଧ୍ୟ ଆଗୁଆ ରହିଛି।   ସେହିପରି ତେଲେଙ୍ଗନାରେ  ବହୁମତଠୁ ବହୁ ଆଗରେ କଂଗ୍ରେସ।   ସେହିପରି ପଛରେ ପଡିଛି ବିଆରଏସ୍‌ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Close contest as BJP surges ahead with 51 seats, Cong maintains lead in 37 seats | Argus News