ସ୍ୱତନ୍ତ୍ର ବିମାନରେ ନ ଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ
·1 year ago

ଭୁବନେଶ୍ୱର: ସରକାରୀ ଅର୍ଥ ବଞ୍ଚାଇଲେ ପିପୁଲ୍ସ ସିଏମ । ସ୍ୱତନ୍ତ୍ର ବିମାନରେ ନ ଯାଇ ସାଧାରଣ ଯାତ୍ରୀଙ୍କ ଭଳି ସାଧାରଣ ବିମାନରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଧର୍ମପତ୍ନୀ । ଆଜିଠୁ ତିନି ଦିନିଆ ହରୟାଣା ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଗସ୍ତ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଥିଲା । ଏହି ବିମାନର ତିନି ଦିନର ଭଡା 91 ଲକ୍ଷ୍ୟ 22,000 ଟଙ୍କା ଥିଲା । ସରକାରୀ ଅର୍ଥ ବଞ୍ଚେଇବା ପାଇଁ ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ବିମାନରେ ଯିବା ପାଇଁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: