Indian Woman Harassed Case / ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଦାବି କଲା ଚୀନ୍: ଭାରତୀୟ ମହିଳାଙ୍କୁ ସାଙ୍ଘାଇ ବିମାନବନ୍ଦରରେ ଦୁର୍ବ୍ୟବହାର
·9 months ago·2 min read

Key Points
ପ୍ରେମା ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଖରେ ଜାପାନ ଯିବାକୁ ବୈଧ ଭିସା ଥିବା ସତ୍ତ୍ବେ ଟ୍ରାଞ୍ଜିଟ୍ ଅଞ୍ଚଳ ବାହାରକୁ କି ଅନ୍ୟ ଟର୍ମିନାଲକୁ ଯିବାକୁ ଅନୁମତି ଦେଇ ନଥିଲେ।
ଅରୁଣାଚଳପ୍ରଦେଶର ଜଣେ ମହିଳାଙ୍କୁ ସାଂଘାଇ ବିମାନବନ୍ଦରରେ ନିର୍ଯାତନା ଦିଆଯାଇଛି। ବ୍ରିଟେନରେ ରହୁଥିବା ପ୍ରେମା ୱାଙ୍ଗଜମ ଥଙ୍ଗଡକ ନଭେମ୍ବର ୨୧ରେ ଲଣ୍ଡନରୁ ଜାପାନକୁ ଯାତ୍ରା କରୁଥିବାବେଳେ ସାଙ୍ଘାଇ ପୁଡଙ୍ଗ ବିମାନବନ୍ଦରରେ ସେ ୩ ଘଣ୍ଟା ଅଟକିଥିଲେ। ଏହି ସମୟରେ ଚୀନ୍ର ଜଣେ ଅଧିକାରୀମାନେ ତାଙ୍କ ଭାରତୀୟ ପାସପୋର୍ଟ ଗ୍ରହଣ କରିନଥିଲେ ଏବଂ ତାଙ୍କୁ ନିର୍ଯାତନା ଦେଇଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ କାଉଣ୍ଟରରେ ଥିବା ଅଧିକାରୀମାନେ ତାଙ୍କ ପାସପୋର୍ଟକୁ ଅବୈଧ ଘୋଷଣା କରିଥିଲେ କାରଣ ଏଥିରେ ଅରୁଣାଚଳପ୍ରଦେଶକୁ ତାଙ୍କ ଜନ୍ମସ୍ଥାନ ଭାବେ ଦର୍ଶାଯାଇଥିଲା। ଆଉ ଅରୁଣାଚଳ ଇଣ୍ଡିଆରେ ନାହିଁ।
ଏହାସହ ପଢ଼ନ୍ତୁ: ଭାରତ ଆକାଶରେ ଜ୍ୱାଳାମୁଖି ପାଉଁଶ : ଦିଲ୍ଲୀ ଅନ୍ଧାର, ବିମାନ ଚଳାଚଳ ବାତିଲ
କିନ୍ତୁ ମହିଳା ଜଣକ କହିଛନ୍ତି ମୋତେ ଚାଇନିଜର ସି ଜଣାନାହିଁ। ମୁଁ ଏକଥା ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, "ଆମେ ଭାରତୀୟ"। ଆମର ଅଧିକାରୀ ଜଣଙ୍କ ତାଙ୍କୁ କହିଥିଲେ ଯେ ଅରୁଣାଚଳ ହେଉଛି ଚୀନ୍ର ଏକ ଅଂଶ। ମହିଳା କହିଛନ୍ତି, ମୁଁ ମୋ ପାସପୋର୍ଟ ଦାଖଲ କରି ଅପେକ୍ଷା କରିଥିଲି। ସେହି ସମୟରେ ଜଣେ ଅଧିକାରୀ ମୋ ନାଁ ସହ ‘ଇଣ୍ଡିଆ, ଇଣ୍ଡିଆ’ ଡାକିଥିଲେ। ସମ୍ପୃକ୍ତ ଅଧିକାରୀ ଜଣଙ୍କ ତାଙ୍କୁ ଇମିଗ୍ରେସନ ଡେସ୍କ ପାଖକୁ ନେଇ କହିଥିଲେ, ‘ଅରୁଣାଚଳ ବୈଧ ପାସପୋର୍ଟ ନୁହେଁ’। ଯେତେବେଳେ ସେ ପ୍ରଶ୍ନ କରିଥିଲେ ଯେ ତାଙ୍କ ଭାରତୀୟ ପାସପୋର୍ଟ କାହିଁକି ବୈଧ ଦୁହେଁ। ଏହାର ଉତ୍ତରରେ ଅଧିକାରୀ ଜଣଙ୍କ କହିଥିଲେ ଯେ ଅରୁଣାଚଳ ଚୀନ୍ର ଏକ ଅଂଶ। ଏହି ଘଟଣାକୁ ଭାରତ ତୀବ୍ର ବିରୋଧ କରିଛି।
ପ୍ରେମା ଅଭିଯୋଗ କରିଛନ୍ତି ଯେ ତାଙ୍କ ପାଖରେ ଜାପାନ ଯିବାକୁ ବୈଧ ଭିସା ଥିବା ସତ୍ତ୍ବେ ଟ୍ରାଞ୍ଜିଟ୍ ଅଞ୍ଚଳ ବାହାରକୁ କି ଅନ୍ୟ ଟର୍ମିନାଲକୁ ଯିବାକୁ ଅନୁମତି ଦେଇ ନଥିଲେ। ଫଳରେ ସେ ବିମାନବନ୍ଦର ମଧ୍ୟରେ ଉପଲବ୍ଧ ଖାଦ୍ୟ କିମ୍ବା ପାନୀୟ କିଣିପାରି ନଥିଲେ। ଯଦ୍ଦ୍ବାରା ତାଙ୍କୁ ଉପବାସରେ ରହିବାକୁ ପଡିଥିଲା। ଏହା ମଧ୍ୟରେ ସେ ତାଙ୍କ ଜାପାନ ଯିବା ଫ୍ଲାଇଟ୍ ମିସ୍ କରିସାରିଥିଲେ। ବିମାନବନ୍ଦର ଅଧିକାରୀମାନେ ତାଙ୍କୁ ଇଷ୍ଟର୍ଣ୍ଣ ଚୀନର ନୂଆ ଟିକଟ କିଣିବାକୁ କହିଥିଲେ। ନୂଆ ଟିକଟ କିଣିଲେ ତାଙ୍କ ପାସପୋର୍ଟ ଫେରାଯିବ ବୋଲି କହିଥିଲେ। ଏହା ମଧ୍ୟରେ ପ୍ରେମା ବ୍ରିଟେନରେ ରହୁଥିବା ଜଣେ ବନ୍ଧୁଙ୍କ ସହାୟତାରେ ସାଙ୍ଘାଇସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ସହ ଯୋଗାଯୋଗ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: ସରକାରୀ ହସ୍ପିଟାଲରେ ଭାବିସ୍ତ୍ରୀ ସହ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ହେଲା ଏମିତି...
ଦୂତାବାସ ଅଧିକାରୀ ତାଙ୍କୁ ସହଯୋଗ କରିବା ପରେ ସେ ଅସୁବିଧାରୁ ମୁକୁଳିଥିଲେ। ଏହି ପ୍ରସଙ୍ଗରେ ପ୍ରେମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ଅଧିକାରୀଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପ୍ରେମା କହିଛନ୍ତି ଯେ ସାଙ୍ଘାଇ ବିମାନବନ୍ଦରରେ ତାଙ୍କ ପ୍ରତି ଯେଉଁ ବ୍ୟବହାର ପ୍ରଦର୍ଶନ କରାଯାଇଛି ତାହା ଭାରତର ସାର୍ବଭୌମତ୍ବ ପ୍ରତି ଏକ ଅପମାନ। ଏହି ପ୍ରସଙ୍ଗକୁ ଭାରତ ସରକାର ବେଜିଂ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିବା ପୂର୍ବକ ଜବାବ ମାଗିବା ଦରକାର ବୋଲି ସେ କହିଛନ୍ତି।

Related Topics
Explore more stories