|
logo
Live

Argus News - ଚାଲିଗଲା ୩ ଜୀବନ, ୧୦ ଆହତ

National

ଚାଲିଗଲା ୩ ଜୀବନ, ୧୦ ଆହତ

Jitendra Dash
Browse all articles by Jitendra Dash
·2 years ago
ଚାଲିଗଲା ୩ ଜୀବନ, ୧୦ ଆହତ

ଅର୍ଗସ ବ୍ୟୁରୋ : ତେଲେଙ୍ଗାନାର ଏକ ନିର୍ମାଣାଧୀନ ଷ୍ଟାଡିୟମର ଛାତ ଭୁଶୁଡ଼ିବା ପରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ରେଙ୍ଗା ରେଡ୍ଡୀ ଜିଲାର ମୋଇନାବାଦ ଗାଁରେ ନିର୍ମାଣାଧୀନ ଇନଡୋର ଷ୍ଟାଡିୟମରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଠାରୁ ବଡ଼ କଥା ଦ୍ବିତୀୟ ଥର ପାଇଁ ଷ୍ଟାଡିୟମ ଭୁଶୁଡ଼ିଛି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚାଲିଗଲା ୩ ଜୀବନ, ୧୦ ଆହତ | Argus News