Datura Sale Sparks Action / ଆମାଜନ, ଇନଷ୍ଟାମର୍ଟ ଓ ବିଗ୍ ବାସ୍କେଟ୍ ଉପରେ ସରକାରଙ୍କ ଆକ୍ସନ୍
·2 weeks ago·2 min read

Key Points
ତଦନ୍ତ ବେଳେ ଦୁଦୁରା ପ୍ୟାକେଟରେ FSSAI ଲାଇସେନ୍ସ ଅଥବା ପଞ୍ଜୀକରଣ ନମ୍ବର ଉଲ୍ଲେଖ ରହିଛି । ଦୁଦୁରାକୁ ସଂଗ୍ରହ କରି ଗୋଦାମରେ ରଖି ଅନଲାଇନ୍ରେ ବିକ୍ରି କରାଯାଉଥିଲା ।
ବେଙ୍ଗାଲୁରୁ: ଅନଲାଇନ୍ରେ ବିଷାକ୍ତ ଦୁଦୁରା ଫଳ ବିକ୍ରି । ଆକ୍ସନ୍ ନେଲେ ସରକାର । କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମାଜନ, ସ୍ଵିଗି ଇନଷ୍ଟାମାର୍ଟ ସହ ବିଗ୍ ବାସ୍କେଟ୍ର ଫୁଡ୍ ଲାଇସେନ୍ସକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।
ବିଭାଗ ଅନୁସାରେ, ଇ-କମର୍ସ ପ୍ଲାଟଫର୍ମରେ ଦୁଦୁରା ଫଳକୁ ବିକ୍ରି କରାଯାଉଥିଲା । ଯେତେବେଳେ କି ଦୁଦୁରା ଫଳ ଓ ମଞ୍ଜି ମଣିଷର ସ୍ଵାସ୍ଥ୍ୟ ପାଇଁ ଗମ୍ଭୀର ଭାବେ କ୍ଷତିକାରକ ଅଟେ ।
ଏଥିସହ ପଢ଼ନ୍ତୁ: ଜେଲ୍ରୁ ପୁଣି ବାହାରକୁ ଆସିଲେ ରାମ ରହୀମ; ମିଳିଲା ୨୧ ଦିନିଆ ପାରୋଲ୍
ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ବିଭାଗର କମିଶନରଙ୍କ ନିକଟରେ ଅଗଷ୍ଟ ୨୪ରେ ମାମଲାର ଶୁଣାଣି ହୋଇଛି । ବିଭାଗ ଅନୁସାରେ, ତଦନ୍ତ ବେଳେ ଦୁଦୁରା ପ୍ୟାକେଟରେ FSSAI ଲାଇସେନ୍ସ ଅଥବା ପଞ୍ଜୀକରଣ ନମ୍ବର ଉଲ୍ଲେଖ ରହିଛି । ଦୁଦୁରାକୁ ସଂଗ୍ରହ କରି ଗୋଦାମରେ ରଖି ଅନଲାଇନ୍ରେ ବିକ୍ରି କରାଯାଉଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନୋଟିସ୍ ପରେ କାର୍ଯ୍ୟାନୁଷ୍ଠାନ
ବିଭାଗର କହିବା ଅନୁସାରେ, ଦୁଦୁରା ଏକ ବିଷାକ୍ତ ଗଛ ଅଟେ । ଏହାର ଫଳ ଓ ମଞ୍ଜି ମଣିଷର ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ । ଏହାକୁ ଖାଦ୍ୟ ସାମଗ୍ରୀ ଭାବେ ବିକ୍ରି କରିବା ଓ ପ୍ରୋତ୍ସାହନ ଦେବା ଏବଂ ଅନଲାଇନ୍ରେ ପ୍ରଚାର ପ୍ରସାର କରିବା ସାର୍ବଜନୀନ ସ୍ଵାସ୍ଥ୍ୟ ପାଇଁ ବଡ଼ ବିପଦ ଅଟେ ।
ଏହି ସବୁ କାରଣ ପାଇଁ ଏସବୁ ଇ-କମର୍ସ କମ୍ପାନୀକୁ ପୂର୍ବରୁ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ଦୁଦୁରା ଫଳ ବିକ୍ରି ରୋକିବା, ଅନଲାଇନ୍ ଲିଷ୍ଟିଂରୁ ହଟାଇବା ଏବଂ ସ୍ପଷ୍ଟୀକରଣ ଦେବାକୁ ବିଭାଗ ନିର୍ଦ୍ଦେଶ ଜାର କରିଥିଲା ।
ଶୁଣାଣି ବେଳେ ଆମାଜନ ପକ୍ଷରୁ କୌଣସି ଜବାବ ଦିଆଯାଇ ନଥିଲା । ସ୍ଵିଗି ଇନଷ୍ଟାମାର୍ଟ ନୋଟିସ ସହ ଜଡ଼ିତ ଦସ୍ତାବିଜ୍ ପ୍ରସ୍ତୁତ କରି ନଥିବା ବେଳେ ଅତିରିକ୍ତ ସମୟ ମାଗିଥିଲା । ବିଗ୍ ବାସ୍କେଟ୍ କହିଛି, ପ୍ଲାଟଫର୍ମରେ ଦୁଦୁରା ବିକ୍ରି ନେଇ ଜଣାପଡ଼ବା ପରେ ବନ୍ଦ କରି ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: କେବଳ ପିଏମ୍ କିଷାନ ନୁହେଁ, ଏହି ସରକାରୀ ଯୋଜନାରେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଆସେ ଟଙ୍କା
ଆଗକୁ କମ୍ପାନୀ ତାର ଉତ୍ପାଦର ଲେବଲିଂରେ ସୁଧାର ଆଣିବା ସହ ମଣିଷ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଉଲ୍ଲେଖ କରିବାକୁ ଆଶ୍ଵାସନା ଦେଇଛି । ତେବେ ଖାଦ୍ୟ ସୁରକ୍ଷା ଓ ଔଷଧ ପ୍ରଶାସନ ଏହି ସ୍ପଷ୍ଟୀକରଣରେ ସନ୍ତୋଷ ପ୍ରକାଶ କରି ନାହାନ୍ତି ।

ଖାଦ୍ୟ ସୁରକ୍ଷା ଆଇନ୍, ୨୦୦୬ ଏବଂ ସମ୍ବଧିତ ନିୟମ ଅନୁସାରେ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଦୁଦୁରା ଫଳ ଓ ମଞ୍ଜିର ବିକ୍ରି, ଯୋଗାଣ ଓ ପ୍ରଦର୍ଶନ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି । ସମସ୍ତ ଅନଲାଇନ୍ ଲିଷ୍ଟିଂ ଓ ବିଜ୍ଞାପନରୁ ତତକ୍ଷଣାତ୍ ବାଦ ଦେବାକୁ ନିର୍ଦ୍ଦେଶ ରହିଛି ।
Related Topics
Explore more stories